
ଜାତୀୟ କବି ବୀରକିଶୋର
Authored by Kalpana Patnaik
Other
3rd Grade
Used 1+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
5 questions
Show all answers
1.
MULTIPLE CHOICE QUESTION
30 sec • 1 pt
କ'ଣ ଦେଖି ବିଦେଶୀଙ୍କ ଲୋଭ ବଢ଼ିଲା ?
ଲୋକଙ୍କୁ
ଧନ ସମ୍ପତ୍ତି
ଜଙ୍ଗଲ
2.
MULTIPLE CHOICE QUESTION
30 sec • 1 pt
ବିଦେଶୀମାନେ ଆମ ଦେଶରୁ କ'ଣ ବୋହିନେଲେ ?
କାଠ
ଧନ ସମ୍ପତ୍ତି
କୋଇଲା
3.
MULTIPLE CHOICE QUESTION
30 sec • 1 pt
ବିଦେଶୀମାନଙ୍କୁ ବାଧା ଦେଲେ ସେମାନେ କ'ଣ କରୁଥିଲେ ?
ଲୋକଙ୍କୁ ପୁରସ୍କାର ଦେଉଥିଲେ
ଲୋକଙ୍କୁ ଚାବୁକ ପାହର ଦେଉଥିଲେ
ଲୋକଙ୍କୁ ଜଙ୍ଗଲକୁ ପଠାଇ ଦେଉଥିଲେ
4.
MULTIPLE CHOICE QUESTION
30 sec • 1 pt
ପାଟି କଲେ ବିଦେଶୀମାନେ କ'ଣ କରୁଥିଲେ ?
ବେତରେ ପାହାର ଦେଉଥିଲେ
ଗୁଳିରେ ଲୋକଙ୍କୁ ହତ୍ୟା କରୁଥିଲେ
ଉଭୟ କ ଓ ଖ
5.
MULTIPLE CHOICE QUESTION
30 sec • 1 pt
ବୀର କିଶୋରଙ୍କ ମନ ଅଥିର ହେଲା କାହିଁକି ?
ବିଦେଶୀଙ୍କ ଦମନ ଲୀଳା ଦେଖି
ବିଦେଶୀଙ୍କ ବନ୍ଧୁକ ଦେଖି
ବିଦେଶୀଙ୍କୁ ଦେଖି
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?