Search Header Logo

Day 2

Authored by alok nayak

Life Skills

Professional Development

Used 3+ times

Day 2
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

18 questions

Show all answers

1.

MULTIPLE CHOICE QUESTION

45 sec • 1 pt

ମୀନା ଦେବୀ ପ୍ରଥମ ଥର PHC ଯାଇଥିଲେ ଆଉ ସେଠାରେ ପରିସ୍ରା ପରୀକ୍ଷା କରିବା ପରେ ଜଣେଇ ଦିଆଗଲା କି ବର୍ତ୍ତମାନ ରେ ଗର୍ଭବତୀ ଅଛନ୍ତି | ତାପରେ ଡକ୍ଟର ତାଙ୍କର ଓଜନ ନେଲେ ଆଉ ଟିଟି ଇକଞ୍ଜକ୍ସନ ଦେଲେ ଆଉ next ମାସ ରେ ଆସିବା କୁ କହିଲେ | ମୀନା ଦେବୀ VHSND ଯାଇ ସେଠି ଟିଟି ଇକଞ୍ଜକ୍ସନ ନେଲେ ଆଉ IFA ଭି ମିଳିଥିଲା ଆହୁରି ଅଧିକ ପଚାରିବାରୁ କହିଲେ ସେ ପ୍ରସବ ପାଇଁ ଯେବେ ଯାଇଥିଲେ ସେ ଦିନ ତାଙ୍କର ଓଜନ ଆଉ BP ନିଆହେଇଥିଲା ତ ମୀନା ଦେବୀ ଙ୍କର କେତେ ଥର ଏଏନସି ହେଇଥିଲା

3

2

1

4

2.

MULTIPLE CHOICE QUESTION

45 sec • 1 pt

ଗୀତା ଦେବୀ ଏହି ଗର୍ଭବସ୍ଥା ସମୟ ରେ ଯେତେବେଳେ ତିନି ମାସ ହେଇଥିଲା ସେ ଭିଏସଏନଡ଼ି କୁ ଗଲେ ସେଠାରେ ବିପି ଆଉ ଓଜନ ନିଆଯାଇ ଥିଲା | ପୁଣି ସେ ସେହି ତିନି ମାସ ରେ ହସ୍ପିଟଲ ଗଲେ ସେଠାରେ ସେ ଟିଟି ଇକଞ୍ଜକ୍ସନ ନେଲେ ଆଉ ଏଏନଏମ ଦିଦି ତାଙ୍କୁ ultrasound କରିବାପାଇଁ କହିଲେ ତାର next day ରେ ଗୀତା ପ୍ରାଇଭେଟ ରେ ultrasound କରି ଏଏନଏମ ଦିଦି ଙ୍କୁ report ଦେଲେ, ଗୀତା ର କେତେ ଥର ଏଏନସି ହେଇଥିଲା|

2

1

3

4

3.

MULTIPLE CHOICE QUESTION

45 sec • 1 pt

ମିନା ଦେବୀ ଗର୍ଭବତୀ ହେଲା ପରେ ପ୍ରଥମ ରେ ପିଏଚସି ଯାଇକି ପରୀକ୍ଷା - ନିରୀକ୍ଷା କରିଥିଲେ ତ ମିନା ଦେବୀ ର ପଞ୍ଜିକରଣ ହେଇଥିଲା କି ନା?

ହଁ

ନା

4.

MULTIPLE CHOICE QUESTION

45 sec • 1 pt

ଅନିତା ଦିଦି ଗର୍ଭାବସ୍ଥା ର 8 ମାସ ରେ ଅଙ୍ଗନବାଡି ଦିଦି ତାଙ୍କ ଘରକୁ ସାଜ ସଜ୍ଜା ର ନିଜିସ ଆଉ ଆଇଏଫଏ ବଟିକା ନେଇ ଯାଇଥିଲେ ଆଉ ସେ ସେସବୁ ଅନିତା ଦିଦି କୁ ଦେଲେ ତେବେ କଣ ଅନିତା ଦିଦି ର ଗୋଦଭରାଇ ହେଇଥିଲା କି ନା

ନା

ହଁ

5.

MULTIPLE CHOICE QUESTION

45 sec • 1 pt

ବାସନ୍ତୀ ଦିଦି 4 ମାସ 10 ଦିନ ରେ ସେ ଭିଏଚଏସଏନଡ଼ି କୁ ଯାଇ ଟିଟି ଇଞ୍ଜେକ୍ସନ ନେଇ ଥିଲେ ତ ବାସନ୍ତୀ ଦିଦି ର କେତେ ମାସ ରେ ପଞ୍ଜିକରଣ ହେଇଥିଲା

3

4

5

6.

MULTIPLE CHOICE QUESTION

45 sec • 1 pt

ସିତା ଦିଦି କହିଲେ କି ଯେତେବେଳେ 3 ମାସ ଚଳୁଥିଲା ସେ ପ୍ରାଇଭେଟ ରୁ ଟିଟି ଇକଞ୍ଜକ୍ସନ ନେଇଥିଲେ ଆଉ ସବୁ ମାସ ରେ ସେ ପ୍ରାଇଭେଟ ରେ ଏଏନସି କରାଉଥିଲେ ତ ସିତା ଦିଦି ନିଜର ନାମ ପଞ୍ଜିକରଣ କରାଇଥିଲେ କି ନା?

ହଁ

ନା

7.

MULTIPLE CHOICE QUESTION

45 sec • 1 pt

ସୁନିତା ଦିଦି ଗର୍ଭବସ୍ଥା ର 4 ମାସ ବେଳେ ଆଶା ଦିଦି ଗୃହ ଭ୍ରମଣ ସମୟରେ ସୁନିତା ଦିଦି ର ନାମ ଲେଖି ନେଇଥିଲେ କିନ୍ତୁ ସୁନିତା ଦିଦି next ମାସ ରେ ପ୍ରାଇଭେଟ ରେ ଯାଇ ଟିଟି ଇକଞ୍ଜକ୍ସନ ନେଇଥିଲେ ତ କଣ ସୁନିତା ଦିଦି ର ନାମ ପଞ୍ଜିକରଣ ହେଇଥିଲା କି ନା?

ହଁ

ନା

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Classlink

Continue with Classlink

Clever

Continue with Clever

or continue with

Microsoft

Microsoft

Apple

Apple

Others

Others

Already have an account?