science quiz 2

science quiz 2

Assessment

Quiz

Science

Professional Development

Medium

Created by

Banirupa Pradhan

Used 4+ times

FREE Resource

Student preview

quiz-placeholder

17 questions

Show all answers

1.

MULTIPLE CHOICE QUESTION

30 sec • 1 pt

କୋଷ ରେ ଖାଦ୍ୟ ର ବିଘଟଣ ଘଟି ଶକ୍ତି ଜାତ ହେବା ପ୍ରକ୍ରିୟା କୁ କଣ କୁହାଯାଏ?

ରେଚନ

ଶ୍ଵସନ

ପୋଷଣ

ରକ୍ତ ସଂଚାଳନ

2.

MULTIPLE CHOICE QUESTION

30 sec • 1 pt

ପଦାର୍ଥ କେତେ ଗୁଡିଏ କ୍ଷୁଦ୍ର କଣିକା ର ସମଷ୍ଟି ଏବଂ ଏଗୁଡିକ ପରସ୍ପର ସହ ଦୃଢଭାବେ ଗୋଟିଏ ଅଙ୍କୁଶି ଦ୍ଵାରା ବନ୍ଧା । ଏହା କେଉଁ ଦାର୍ଶନିକ କହିଥିଲେ ?

ଡିମୋକ୍ରିଟିଶ

କଣାଦ

ଡାଲଟନ

ବୋର

3.

MULTIPLE CHOICE QUESTION

30 sec • 1 pt

ବୋରନ ଏକ ___?

ଧାତୁ

ଅଧାତୁ

ଉପଧାତୁ

କେଉଁଟି ନୁହେ

4.

MULTIPLE CHOICE QUESTION

30 sec • 1 pt

ଯୌଗିକ ପଦାର୍ଥ ର ଉପାଦାନ ଗୁଡିକ ----- ପଦ୍ଧତି ରେ ଅଲଗା କରି ହେବ ନାହି ?

ଭୌତିକ

ରାସାୟନିକ

5.

MULTIPLE CHOICE QUESTION

30 sec • 1 pt

ଯୌଗିକ ପଦାର୍ଥ ର ଅଣୁ ---- ଜାତୀୟ ପରମାଣୁ ରେ ଗଠିତ ?

ସମଜାତୀୟ

ବିଷମଜାତୀୟ

6.

MULTIPLE CHOICE QUESTION

30 sec • 1 pt

ଦୁଇଟି କଠିନ ପଦାର୍ଥ ମିଶିଥିଲେ ସେଥିରୁ ଯଦି ଗୋଟିଏ ଅଳ୍ପ ତାପମାତ୍ରା ରେ ତରଳି ଯାଏ, ତାହେଲେ ___ ପଦ୍ଧତି ରେ ଗୋଟିଏ କୁ ଅନ୍ୟ ଠାରୁ ଅଲଗା କରାଯାଏ ?

ଗଳନ

କେନ୍ଦ୍ରୋପସାରଣ ପଦ୍ଧତି

ଦ୍ରବଣ

ପରିସ୍ରବଣ

7.

MULTIPLE CHOICE QUESTION

30 sec • 1 pt

ତରଳ ପଦାର୍ଥ ରେ ଦ୍ରବିଭୂତ କଠିନ ପଦାର୍ଥ ମିସିଥିଲେ ___ ପଦ୍ଧତି ରେ ପୃଥକ କରାଯାଏ ?

ବାସ୍ଫୀକରଣ

ଆସ୍ରବଣ

ଉର୍ଦ୍ଧ୍ବପାତନ

ଚୁମ୍ବକୀୟ ପ୍ରଣାଳୀ

Create a free account and access millions of resources

Create resources
Host any resource
Get auto-graded reports
or continue with
Microsoft
Apple
Others
By signing up, you agree to our Terms of Service & Privacy Policy
Already have an account?