
ASSESSMENT
Authored by alka shamal
Education
Professional Development
Used 1+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
6 questions
Show all answers
1.
MULTIPLE CHOICE QUESTION
30 sec • 1 pt
ଦୈନିକ ପାଠ ଯୋଜନାର ବିସ୍ତୃତ ରୂପର ଏକ ସଂକ୍ଷିପ୍ତ ରୂପକୁ କ’ଣ କୁହାଯାଏ ?
ପାଠ ଟୀକା
ପାଠ ଖସଡା
ସିଲାବସ
ପାଠ ନିର୍ଘଣ୍ଟ
2.
MULTIPLE CHOICE QUESTION
30 sec • 1 pt
ନିର୍ଦ୍ଦିଷ୍ଟ ଶ୍ରେଣୀର ସମସ୍ତ ବିଷୟର ପ୍ରସଙ୍ଗଗୁଡିକର ଅଧ୍ୟାପନା କେଉଁ ମାସର କେଉଁ ଦିବସରେ କେତେ ଅଂଶ ଶେଷ ହେବ,ତା’ର ପୂର୍ବ ନିର୍ଦ୍ଧାରଣ ଲିପିବଦ୍ଧକରଣକୁ କ’ଣ କୁହାଯାଏ ?
ପାଠ୍ୟକ୍ରମ
ପାଠ ଖସଡା
ସିଲାବସ
ପାଠ ନିର୍ଘଣ୍ଟ
3.
MULTIPLE CHOICE QUESTION
30 sec • 1 pt
ନିମ୍ନଲିଖିତ ମଧ୍ୟରୁ କେଉଁଟି ବିଦ୍ୟାଳୟଭିତ୍ତିକ ମାନନିର୍ଦ୍ଧାରଣର ଅନ୍ତର୍ଗତ ?
NAS(National Achievement Survey)
SLAS(State Level Achievement Survey)
PISA(Program for International Student Assessment)
HYE(Half Yearly Examination)
4.
MULTIPLE CHOICE QUESTION
30 sec • 1 pt
ଗୋଟିଏ ପାଠ ବିଷୟ ସରିବା ଶେଷରେ ଶିକ୍ଷାର୍ଥୀ କେତେ ଶିଖିଲେ ଜାଣିବା ପାଇଁ କରାଯାଉଥିବା ମାନ ନିର୍ଦ୍ଧାରଣଟି କେଉଁଟି ?
ଶିକ୍ଷଣର ମାନ ନିର୍ଦ୍ଧାରଣ
ଶିକ୍ଷଣ ପାଇଁ ମାନ ନିର୍ଦ୍ଧାରଣ
ଶିକ୍ଷଣ ସହିତ ମାନ ନିର୍ଦ୍ଧାରଣ
ଶିକ୍ଷଣ ଦ୍ଵାରା ମାନ ନିର୍ଦ୍ଧାରଣ
5.
MULTIPLE CHOICE QUESTION
30 sec • 1 pt
ବାର୍ଷିକ ପରୀକ୍ଷା କେଉଁ ପ୍ରକାରର ମୂଲ୍ୟାୟନର ଅନ୍ତର୍ଭୁକ୍ତ ?
ନିଦାନାତ୍ମକ
ସମାପ୍ତିସୂଚକ
ବ୍ୟବସ୍ଥାନ
ଗଠନମୂଳକ
6.
MULTIPLE CHOICE QUESTION
30 sec • 1 pt
ଶିକ୍ଷାର ମାନ ନିର୍ଦ୍ଧାରଣ ପ୍ରକ୍ରିୟାରେ କେଉଁ ଦିଗରେ ଗୁରୁତ୍ୱ ଦିଆଯାଏ ?
ବିଦ୍ୟାଳୟର ସଂସ୍କୃତି
ପାଠ୍ୟକ୍ରମର ଗୁଣ
ଶିକ୍ଷକଙ୍କ ଦକ୍ଷତା
ଶିକ୍ଷାର୍ଥୀଙ୍କ ଦକ୍ଷତା
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?