wayground logo

Free Printable Worksheets

NEW

Font size

S
M
L
XL
Worksheets

QUADRATIC EQUATION(ଦ୍ଵିଘାତ ସମୀକରଣ) ଓ ଟାଙ୍ଗରIମ

Total questions: 5

Worksheet time: 2mins

Name
Class
Date
1.

ଏକ ଦ୍ଵିଘାତ ସମୀକରଣରେ ଅତିବେଶୀରେ କେତୋଟି ମୂଳ ଥାଏ?

a)

1

b)

2

c)

3

d)

ଅସଂଖ୍ୟ

2.

ଏକ ଦ୍ଵିଘାତ ସମୀକରଣର ପ୍ରଭେଦକର ମୂଲ୍ୟ ଶୂନ ହେଲେ ମୂଳଦୟର ପ୍ରକୃତି କଣ ହେବ?

a)

ବାସ୍ତବ ଓ ସମାନ

b)

ବାସ୍ତବ ଓ ଅସମାନ

c)

ଅବାସ୍ତବ

d)

କୌଣସି ଟି ନୁହେଁ

3.

ଦ୍ଵିଘାତ ସମୀକରଣ କୁ ସମାଧାନ କରିବା କେଉଁ ଭାରତୀୟ ଗଣିତଜ୍ଞଙ୍କ ଅବଦାନ ?

a)

ରାମାନୁଜନ

b)

ଶ୍ରୀଧର ଆଚାର୍ଯ୍ୟ

c)

ଆର୍ଯ୍ୟଭଟ୍ଟ

d)

କୌଣସି ଟି ନୁହେଁ

4.

ଟାଙ୍ଗରାମ କେଉଁ ଦେଶର ଏକ ପଜଲ୍‌?

a)

ଆମେରିକା

b)

ଜାପାନ୍‌

c)

ଚୀନ୍

d)

ଭାରତ

5.

ଗୋଟିଏ 7 ଆକୃତି ବିଶିଷ୍ଟ ଟାଙ୍ଗରାମ୍ ରେ କେତୋଟି ସମକୋଣି ତ୍ରିଭୁଜ ଥାଏ ?

a)

1

b)

2

c)

4

d)

5