Wayground logo

Free Printable Worksheets

Font size

S
M
L
XL
Worksheets

ଗଣିତ କୁଇଜ୍ (୨ ୟ ଶ୍ରେଣୀ)

Total questions: 15

Worksheet time: 5mins

Name
Class
Date
1.

୨୫=_________

a)

୨ ଦଶ ୫ ଏକ

b)

୫ ଦଶ ୨ ଏକ

2.

୩୭ -- ୨୮= ?

a)

୦୯

b)

୧୧

3.

୪୫ +୦ =

a)

o

b)

୪୫

4.

୨+୨+୨+୨ =

a)

୨×୪

b)

୨+୪

5.

୩ଟି ୬ର ଯୋଗ

a)

୩+୩+୩

b)

୩+୩+୩+୩+୩+୩

6.

୫×୫=

a)

୨୫

b)

୨୦

7.

ରୀତା ପାଖରେ ୫ଟି ଚକୋଲେଟ ଅଛି ।

ଗୀତା ପାଖରେ ୧୨ଟି ଚକୋଲେଟ୍ ଅଛି ।

ରୀତା ଆଉ କେତୋଟି ଚକୋଲେଟ ପାଇଲେ ରୀତା ସହ ସମାନ ହେବ।

a)

୬ ଟି

b)

୭ ଟି

8.

୪×୩= କୋତୋଟି ୪ ର ଯୋଗ

a)

୩ଟି ୪ ର ଯୋଗ

b)

୪ଟି ୪ ର ଯୋଗ

9.

୧୮+୨୫ =

a)

୪୩

b)

୩୩

10.

୨୮+୧୦ = ?

a)

୪୮

b)

୩୮

11.

🌹🌹🌹🌹🌹🌹🌹🌹🌹

🌹🌹🌹🌹🌹🌹

୩ଟି ଫୁଲରେ ଗୋଟିଏ ଦଳ, କେତୋଟି

ଦଳ ହେବ ।

a)

୫ଟି

b)

୬ଟି

12.

🌳🌳🌳🌳🌳🌳🌳🌳

୨ଟି ଗଛରେ ଗୋଟିଏ ଦଳ ହେଲେ କେତୋଟି ଦଳ ହେବ ?

a)

୪ଟି ଦଳ

b)

୨ଟି ଦଳ

13.

☃️⭐🙉🐰🦓🐕

କୁକୁର କେଉଁ ସ୍ଥାନରେ ଅଛି ?

a)

ପଞ୍ଚମ

b)

ଷଷ୍ଠ

14.

🍓🍓×🍓🍓🍓🍓=

a)

🍓🍓🍓🍓🍓🍓🍓🍓

b)

🍓🍓🍓🍓🍓🍓

15.

⚾⚾⚾⚾+⚾⚾⚾⚾⚾

a)

⚾⚾⚾⚾⚾⚾⚾⚾⚾⚾

b)

⚾⚾⚾⚾⚾⚾⚾⚾⚾