wayground logo

Free Printable Worksheets

NEW

Font size

S
M
L
XL
Worksheets

ପରିମିତି objective

Total questions: 10

Worksheet time: 5mins

Name
Class
Date
1.

132 ମିଟର ଦୀର୍ଘ ତାରରୁ 7 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ କେତୋଟି ବୃତ୍ତ ତିଆରି କରାଯାଇପାରିବ ?

a)

100

b)

50

c)

200

d)

300

2.

ବୃତ୍ତର ପରିଧି କେତେ ହେଲେ ସେହି ବୃତ୍ତର 11ସେ.ମି. ଦୀର୍ଘ ଚାପର ଡିଗ୍ରୀ ପରିମାପ 10° ହେବ ?

a)

190

b)

220

c)

396

d)

176

3.

ଏକ ବୃତ୍ତର ଚାପର ଦୈର୍ଘ୍ୟ 110 ମି . ଚାପର ଡିଗ୍ରୀ ପରିମାପ 75 ° ହେଲେ ବୃତ୍ତର ବ୍ୟାସାର୍ଦ୍ଧ କେତେ ମିଟର ?

a)

84

b)

70

c)

42

d)

35

4.

21 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପର ଡିଗ୍ରୀ ପରିମାପ 36° ହେଲେ ଚାପଟିର ଦୈର୍ଘ୍ୟ କେତେ ସେ.ମି. ?

a)

52.8

b)

39.6

c)

26.4

d)

13.2

5.

ଦୁଇଟି ବୃତ୍ତର ପରିଧିର ଅନ୍ତର 88 ସେ.ମି. ଓ ସେମାନଙ୍କର ବ୍ୟାସାର୍ଦ୍ଧ ଦ୍ଵୟର ସମଷ୍ଟି 56 ସେ.ମି. । ବୃହତ୍ତର ବୃତ୍ତର ବ୍ୟାସାର୍ଦ୍ଧ କେତେ ?

a)

32

b)

35

c)

46

d)

83

6.

ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ 56 ସେ.ମି , ଓ ଏହାର ଚାପର ଡିଗ୍ରୀ ପରିମାପ 90°ହେଲେ ଚାପର ଦୈର୍ଘ୍ୟ କେତେ

a)

11

b)

22

c)

44

d)

88

7.

ଘଣ୍ଟାର ମିନିଟ୍ କଣ୍ଟା 9 ମିନିଟ୍‌ରେ କେନ୍ଦ୍ରରେ କେଉଁ ପରିମିତ କୋଣ ସୃଷ୍ଟି କରେ ?

a)

35°

b)

45°

c)

54°

d)

30°

8.

ଗୋଟିଏ ଅର୍ଦ୍ଧ ବୃତ୍ତାକାର କ୍ଷେତ୍ରର ପରିସୀମା 108 ମି . ହେଲେ ଏହାର ବ୍ୟାସାର୍ଦ୍ଧ କେତେ ହେବ ?

a)

14

b)

21

c)

88

d)

42

9.

ଗୋଟିଏ ବୃତ୍ତର ପରିଧି 88ସେ.ମି. । ବୃତ୍ତଟିର ବ୍ୟାସାର୍ଦ୍ଧର କେତେ ବୃଦ୍ଧି ଘଟିଲେ ବୃତ୍ତର ପରିଧି ପୂର୍ବାପେକ୍ଷା 22 ସେ , ମି , ଅଧିକ ହେବ . ?

a)

1.5

b)

2.5

c)

3.5

d)

4.5

10.

ଯଦି ଏକ ଚାପ ବୃତ୍ତର କେନ୍ଦ୍ରରେ 90° କୋଣ ଉତ୍ପନ୍ନ କରେ , ତେବେ ଚାପ ଓ ବୃତ୍ତର ପରିଧିର ଅନୁପାତ କେତେ ?

a)

3 : 4

b)

1 : 3

c)

1 : 4

d)

2 : 3