wayground logo

Free Printable Worksheets

Font size

S
M
L
XL
Worksheets

ଅନେକ ଫୁଲର ମାଳ ଟିଏ, ତୃତୀୟ ଶ୍ରେଣୀ ଓଡିଆ

Total questions: 10

Worksheet time: 5mins

Name
Class
Date
1.

1- ଭାରତ ର ରାଜଧାନୀର ନାମ କଣ?

a)

ଓଡ଼ିଶା

b)

ଭୁବେଶ୍ବର

c)

ନୂଆ ଦିଲ୍ଲୀ

d)

ପଶ୍ଚିମ ବଙ୍ଗ

2.

2 - ରମେଶ କେଉଁ ରେଳ ଗାଡ଼ିରେ ପୁରୀ ରୁ ଦିଲ୍ଲୀ ଯାଇଥିଲା?

a)

ଧଉଳି ଏକ୍ସପ୍ରେସ

b)

ବନ୍ଦେ ଭାରତ ଏକ୍ସପ୍ରେସ୍

c)

ଦିଲ୍ଲୀ - ଓଡିଶା ଏକ୍ସପ୍ରେସ

d)

ଉତ୍କଳ ଏକ୍ସପ୍ରେସ

3.

3- ରାମର ପଡୋଶୀ ରେ ଭଡ଼ା ରେ ରହୁଥିବା ଜଣେ ବ୍ୟକ୍ତି ପ୍ରାୟତଃ ଧୋତି ଓ ପଞ୍ଜାବୀ ପିନ୍ଧନ୍ତି,ଓ ସେ ବଙ୍ଗଳା ଭାଷା ରେ କଥା ହୁଅନ୍ତି,ତେବେ ସେ କେଉଁ ରାଜ୍ୟ ର ମୂଳ ଅଧିବାସୀ ହୋଇଥିବେ?

a)

ଓଡିଶା

b)

ପଶ୍ଚିମବଙ୍ଗ

c)

ବଙ୍ଗଳାଦେଶ

d)

ଦିଲ୍ଲୀ

4.

ତୁମର ଜଣେ ସାଙ୍ଗ ଝାଡ଼ଖଣ୍ଡ ରାଜ୍ୟ ରେ ରୁହେ ତେବେ ତାର ମୁଖ୍ୟ ଭାଷା କଣ ଅଟେ?

a)

ହିନ୍ଦୀ

b)

ତେଲୁଗୁ

c)

ଓଡ଼ିଆ

d)

ବଙ୍ଗଳା

5.

ରମେଶ ଯାଉଥିବା ରେଲ ଗାଡ଼ି ଟି ବିଳାସ ପୁର ଷ୍ଟେସନ ରେ ରହିଲା ତେବେ ରମେଶ କେଉଁ ରାଜ୍ୟ ମଧ୍ୟ ଦେଇ ଯାଉଛି?

a)

ଓଡିଶା

b)

ଛତିଶ ଗଡ଼

c)

ମଧ୍ୟ ପ୍ରଦେଶ

d)

ଝାଡ ଖଣ୍ଡ

6.

ଛତିଶ ଗଡ଼ ରାଜ୍ୟ ର ଲୋକ ମାନଙ୍କ ର ମୁଖ୍ୟ ଖାଦ୍ୟ କଣ ଅଟେ?

a)

ଭାତ

b)

ମାଂସ

c)

ବାଜରା

d)

ରୁଟି

7.

କେଉଁ ଦୁଇଟି ରାଜ୍ୟର ମୁଖ୍ୟ ଭାଷା ହିନ୍ଦୀ ?

a)

ଝାଡ଼ଖଣ୍ଡ ଓ ଛତିଶ ଗଡ଼

b)

ଓଡ଼ିଶା ଓ ପଶ୍ଚିମ୍ ବଙ୍ଗ

c)

ଓଡ଼ିଶା ଓ ଛତିଶ ଗଡ଼

d)

ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ

8.

କେଉଁ ରାଜ୍ୟ ର ଲୋକ ମାନଙ୍କର ଖାଦ୍ୟପେୟ , ଚାଲିଚଳନ, ପୋଷାକ ପରିଚ୍ଛଦ ଓଡ଼ିଶା ର ଲୋକମାନଙ୍କ ସହ ମେଳ ଖାଏ?

a)

ଝାଡ଼ଖଣ୍ଡ

b)

ଦିଲ୍ଲୀ

c)

ପଶ୍ଚିମବଙ୍ଗ

d)

ଗୋଆ

9.

ଭରତ ର ବୀର ଭୂମି କେଉଁ ରାଜ୍ୟ କୁହା ଯାଏ?

a)

ପଶ୍ଚିବଙ୍ଗ

b)

ରାଜସ୍ଥାନ

c)

ଦିଲ୍ଲୀ

d)

ଛତିଶ ଗଡ଼

10.

ରାଜସ୍ଥାନ ର ଲୋକ ମାନେ ମୁଖ୍ୟତଃ କେଉଁ ସବୁ ଫସଲ ଚାଷ କରନ୍ତି?

a)

ବାଜରା ଓ ଧାନ

b)

ଗହମ ଓ ଧାନ

c)

ମକା

d)

ବାଜରା ଓ ଗହମ