Worksheetsବିପ୍ଳବୀ ବକ୍ସି ଜଗବନ୍ଧୁ
Total questions: 10
Worksheet time: 5mins
ବିପ୍ଳବୀ ବକ୍ସି ଜଗବନ୍ଧୁ କେଉଁ ଜିଲ୍ଲାର ନେତା ଥିଲେ?
ମୟୂରଭଞ୍ଜ
ବାଲେଶ୍ୱର
ଖୋର୍ଦ୍ଧା
ପୁରୀ
ଓଡ଼ିଶାକୁ କେଉଁମାନେ ଶାସନ କରୁଥିଲେ?
ଫରାସୀ
ଇଂରେଜ
ମଙ୍ଗୋଲ
ପର୍ତ୍ତୁଗୀଜ
"ନା, ନୁହେଁ କଦାପି ନୁହେଁ "ଏହି ଉକ୍ତିଟି କିଏ କହିଛନ୍ତି ?
ବକ୍ସି
ଜଣେ ପାଇକ
ଛୁଆଳ ସିଂହ
କରୁଣାକର
ଜୟୀ ରାଜଗୁରୁଙ୍କୁ କେଉଁଟାରେ ଫାଶୀ ଦିଆଯାଇଥିଲା?
ବାଣପୁର
ପିପିଲି
ମେଦିନୀପୁର
ଜଟଣୀ
ଭାରତର ପ୍ରତ୍ୟେକ ରାଜ୍ୟ ଆଜି କାହା ଅଧିକାରରେ?
ଇଂରେଜ
ପ୍ରଧାମନ୍ତ୍ରୀଙ୍କ
ପର୍ତ୍ତୁଗୀଜ
କେଉଁଟି ବି ନୁହେଁ
କେଉଁ ନେତାଙ୍କ ପରିବାର ଲୋକେଙ୍କୁ ଇଂରେଜମାନେ ବାନ୍ଧିନେଲେ?
ଦଳବେହେରା
ବକ୍ସି
ଝପଟ ସିଂହ
କରୁଣାକର
ଜୟୀ ରାଜଗୁରୁ କେଉଁ ଜିଲ୍ଲାର ନେତା ନ ଥିଲେ ?
ନୟାଗଡ
ମୟୂରଭଞ୍ଜ
ଝାଡଖଣ୍ଡ
ଉପରୋକ୍ତ ସମସ୍ତ
ପଠିତ ପ୍ରସଙ୍ଗଟିରେ ନେତାମାନେ କାହା ସହିତ ଲଢିବା ପାଇଁ ପ୍ରୟାସ
କରିଛନ୍ତି ?
ସୈନ୍ୟ ବାହିନୀ ସାଥିରେ
ନିଜ ନିଜ ଭିତରେ
ଉପରୋକ୍ତ ଦୁଇଟି ସତ୍ୟ
କେଉଁଟି ବି ନୁହେଁ
ପ୍ରସଙ୍ଗରେ କେତୋଟି ଚରିତ୍ର ଅଛି?
3ଟି
9ଟି
7ଟି
ସବୁ ଭୁଲ
ନିମ୍ନରେ ଦିଯାଇଥିବା ଫୋଟୋ ଚିତ୍ରଟି କେଉଁ ନେତାଙ୍କର
ଜୟୀ ରାଜଗୁରୁ
ବକ୍ସି
ବୀର ସୁରେନ୍ଦ୍ର ସାଏଙ୍କ
2nd ମୁକୁନ୍ଦ ଦେବ
