Wayground logo

Free Printable Worksheets

Font size

S
M
L
XL
Worksheets

ବଣ ଓ ବଣି

Total questions: 10

Worksheet time: 5mins

Name
Class
Date
1.

୧.କୁନା ମହୁଲ ଡାଳ ରେ _______ କୁ ଦେଖିଲା।

a)

ମାଙ୍କଡ

b)

ପାରା

c)

ବଣି

d)

କୋଇଲି

2.

୨. କିଏ ମହୁଲ ଫୁଲକୁ ଗଣୁ ଥିଲା।

a)

କୁନା

b)

ବଣି

c)

ପଞ୍ଜୁରୀ

d)

ମାଙ୍କଡ

3.

୩.କୁନା ବଣି କୁ କ'ଣ ଖାଇବାକୁ ଦେବ।

a)

କୋଳି

b)

ପିଜୁଡ଼ି

c)

ମହୁ

d)

ଭାତ

4.

୪.ବାପା _______ ଗଢ଼ି ଆଣିବେ।

a)

ମାଠିଆ

b)

ପଞ୍ଜୁରୀ

c)

ଥାଳି

d)

ଗିନା

5.

୫.ରୂପା ଥାଳି ରେ କ'ଣ ଖାଇବାକୁ ଦେବେ।

a)

ପାଣି

b)

ଚାଉଳ

c)

ଭାତ

d)

ରୁଟି

6.

୬. ପାଣି କେଉଁ ଗିନା ରେ ଦବ।

a)

ରୂପା

b)

ପିତଳ

c)

ତମ୍ବା

d)

ସୁନା

7.

୭. କୁନା କାହାକୁ ଡାକିଲା।

a)

ବଣି

b)

ପାରା

c)

ପଞ୍ଜୁରୀ

d)

ମାଆ

8.

୮.ମାଆ ଠୁ ମାଗି କେଉଁ ସବୁ ଖାଦ୍ୟ ଖାଇବାକୁ ଦେବ।

a)

କଦଳୀ

b)

ଛେନା

c)

ମହୁ

d)

କଦଳୀ, ଛେନା ଓ ସର

9.

୯.କୁନା ବଣି କେଉଁ ସ୍ଥାନ କୁ ବୁଲାଇ ନେବ ବୋଲି କହିଲା।

a)

ବଜାର

b)

ମେଳା

c)

ପଡ଼ିଆ

d)

ଯାତ୍ରା

10.

୧୦.ବଣି_____ ରେ ଥଣ୍ଟ ଘଷୁଥିଲା ।

a)

ଡାଳ

b)

ମାଟି

c)

ପାଣି

d)

ପର