Worksheetsଆସରେ ଧରିବା ଜହ୍ନ ବିଷୟର ଉତ୍ତର ପ୍ରଦାନ କର
Total questions: 10
Worksheet time: 5mins
୧. ମାଙ୍କଡ ମାନେ ଜହ୍ନକୁ କେଉଁ ଠାରେ ଦେଖିଲେ ?
ପଥର ଉପରେ
ଆକାଶରେ
ଛାତ ଉପରେ
ଗଛ ଉପରେ
୨. ମାଙ୍କଡ ମାନଙ୍କ ଯୋଜନା କିଏ ଶୁଣୁଥିଲା ?
ହନୁମାଙ୍କଡ
ପାତି ମାଙ୍କଡ
ବୁଢ଼ା ମାଙ୍କଡ
କୁନି ମାଙ୍କଡ
୩. ମାଙ୍କଡ ମାନେ ଜହ୍ନକୁ ଧରିବା ପାଇଁ କଣ କଲେ ?
ସାଙ୍ଗ ହେଲେ
ଉପାୟ ପାଞ୍ଚିଲେ
କଥା ହେଲେ
ପଳାଇଗଲେ
୪. ସେ ଜହ୍ନ କୁଆଡେ ଗଲା ପଚାରିବାରୁ ଅନ୍ୟ ମାନେ କଣ ଉତ୍ତର ଦେଲେ ?
ସେ ପଳାଇଗଲା
ଡରିଗଲା
ତୋ କୁଦାରେ ସେ ବୋଧ ହୁଏ ଡରି ପଳାଇଗଲା
ଚାଲିଗଲା
୫. ମାଙ୍କଡ ମାନେ ଜହ୍ନ କୁ ବାରମ୍ବାର କେଉଁ ଠାରେ ଦେଖିଲେ ?
ଗଛ ଉପରେ
ମାଟି ଉପରେ
ପାଣିରେ
ଡାଳରେ
୬. ପ୍ରତ୍ୟେକ ମାଙ୍କଡ ମାନଙ୍କ କାମ କିଏ ଦେଖୁଥାଏ ?
ହନୁ ମାଙ୍କଡ
ବୁଢ଼ା ମାଙ୍କଡ
ପାତି ମାଙ୍କଡ
ବଡ ମାଙ୍କଡ
୭. ଆକାଶରେ ଜହ୍ନ କୁ ଦେଖି ମାଙ୍କଡ ମାନଙ୍କ ଖୁସି _____?
ସରିଯାଏ
ମରିଯାଏ
କହିଲେ ନସରେ
ନଥାଏ
୮. ମାଙ୍କଡ ମାନେ ଧରାଧରି ହୋଇ ଲଟ୍ କିଲା ବେଳେ କଣ ହେଲା ?
ଜହ୍ନଟି ପଳାଇଗଲା
ପ୍ରଥମ ମାଙ୍କଡ ଧରିଥିବା ଡାଳ ଟି ଭାଙ୍ଗିଗଲା
ବୁଢ଼ା ମାଙ୍କଡ ଜହ୍ନକୁ ଧରି ପଳାଇଗଲା
ଜହ୍ନ କୁ ମାଙ୍କଡ ମାନେ ଧରି ପଳାଇଗଲେ
୯. ପାଣି ଭିତରେ ଦେଖା ଯାଉଥିବା ଜହ୍ନ ବାସ୍ତବରେ ଆକାଶରେ ଦେଖା ଯାଉଥିବା ଜହ୍ନର ___ ଅଟେ
ସାଙ୍ଗ
ଭାଇ
ପ୍ରତି ଛବି
ବନ୍ଧୁ
ଦିଆ ଯାଇଥିବା ଛିତ୍ର କୁ ଦେଖି କଣ ହେଇଥିବା କୁହ
ମାଙ୍କଡ ମାନେ ଜହ୍ନ କୁ ଧରିଛନ୍ତି
ମାଙ୍କଡ ମାନେ ଜହ୍ନକୁ ଧରିବା ପ୍ରୟାସ କରିବ ଫଳରେ ଡାଳଭାଙ୍ଗି ପୋଖରୀରେ ପଡିଗଲେ
ବୁଢ଼ା ମାଙ୍କଡ଼ ଜହ୍ନକୁ ଧରି ପକେଇଲା
ଜହ୍ନ ଆକାଶ କୁ ପଳାଇଗଲା
