Worksheetsଯେ ଥାଏ ପର ଉପକାର
Total questions: 7
Worksheet time: 4mins
Name
Class
Date
1.
୧. ଉକ୍ତ ପ୍ରବନ୍ଧ ର ପ୍ରାବନ୍ଧିକ ଙ୍କ ନାମ କ'ଣ ?
a)
କାଳିଦାସ
b)
ସନାତନ ପଣ୍ଡା
c)
ଶ୍ୟାମ ଚନ୍ଦ୍ର ପଟ୍ଟନାୟକ
d)
ଡ଼ ରମେଶ ଚନ୍ଦ୍ର
2.
୨. ଦତ୍ତତ୍ରେୟ ଙ୍କ ଶିଷ୍ୟ ଙ୍କ ନାମ କ' ଣ
a)
ମେକରଣ
b)
ସାଧୁ
c)
ଗୁରୁରାଜା
d)
ତପସ୍ୱୀ
3.
୩. ସାଧୁ କେଉଁଠାରେ ତପସ୍ୟା କରୁଥିଲେ ?
a)
ମରୁଭୂମି
b)
ହିମାଳୟ
c)
ଗୁଜୁରାଟ
d)
ଗିରୀନାର
4.
୪. ଏଠାରେ ତୁମ୍ୱୀ ର ଅର୍ଥ କଣ?
a)
ଫମ୍ପା ଡବା
b)
ଖାଇବା ପାତ୍ର
c)
ଶୁଖିଲା ଲାଉ ପାଣିକଖାରୁ ରେ ପ୍ରସ୍ତୁତ ପାତ୍ର
d)
କେଉଁଟି ନୁହଁ
5.
ଉକ୍ତ ପ୍ରବନ୍ଧ ଟି କେଉଁ ରାଜ୍ୟ ର ଲୋକଗଳ୍ପ ଅଟେ?
a)
ରାଜସ୍ଥାନ
b)
ମହାରାଷ୍ଟ୍ର
c)
ମଧ୍ୟ ପ୍ରଦେଶ
d)
ଗୁଜୁରାଟ
6.
୬.' ଶୋଷିଲା ' ଅର୍ଥ ଟି କେଉଁ ଶବ୍ଦ ର ଅର୍ଥ ଅଟେ?
a)
କ୍ଳିଷ୍ଟ
b)
କ୍ଷୁଦାର୍ଥ
c)
ତୃଷା
d)
କେଉଁଟି ନୁହେଁ
7.
୭. ମେକରଣ କେଉଁ ଦୁଇଟି ପଶୁ ପାଳି ଥିଲେ ?
a)
କୁକୁର, ଘୋଡ଼ା
b)
ଗଧ ,ଘୋଡ଼ା
c)
ବିଲେଇ, କୁକୁର
d)
କୁକୁର, ଗଧ
100 %
