wayground logo

Free Printable Worksheets

Font size

S
M
L
XL
Worksheets

ବିଷୟ :-ମାଟି ଗଲା ବିଗିଡ଼ି (ପ୍ରଥମ ଦୁଇଟି ଅନୁଚ୍ଛେଦ )

Total questions: 10

Worksheet time: 5mins

Name
Class
Date
1.

ଛୁଟିରେ ବାପୁ ଓ ଦୀପୁ କେଉଁଠିକୁ ଯାଇଥିଲେ?

a)

ମାମୁଁ ଙ୍କ ଘରକୁ

b)

ମଉସା ଙ୍କ ଘରକୁ

c)

ପିଉସା ଙ୍କ ଘରକୁ

d)

ସାଙ୍ଗ ଘରକୁ

2.

ବାପୁ ଓ ଦୀପୁଙ୍କର ମଉସାଙ୍କ ବାପା ଙ୍କ ବୟସ ପ୍ରାୟ କେତେ ହେବ?

a)

ଷାଠିଏ

b)

ଅଶୀ

c)

ନବେ

d)

ସତୁରୀ

3.

ନିମ୍ନୋକ୍ତ ମଧ୍ୟରୁ କେଉଁଟି ମଜବୁତ ର ଅର୍ଥକୁ ବୁଝାଉନାହିଁ?

a)

ଟାଣ

b)

ଦୃଢ଼

c)

ଶକ୍ତ

d)

ନରମ

4.

"ମାଟି ଗଲା ବିଗିଡ଼ି "ଗଦ୍ୟ ର ଲେଖକଙ୍କ ନାମ କ'ଣ?

a)

ମଧୁସୂଦନ ରାଓ

b)

ଡ଼ ନରେନ୍ଦ୍ର ପ୍ରସାଦ ଦାସ

c)

ଭବାନୀ ପ୍ରସାଦ ଦାସ

d)

ହରିହର ମିଶ୍ର

5.

ମଉସାଙ୍କ ଘର ପଛପଟେ ଗୋଟିଏ କ'ଣ ଥିଲା?

a)

ବଡ କୂଅ

b)

ବଡ଼ ବଗିଚା

c)

ବଡ଼ ମନ୍ଦିର

d)

ବଡ଼ ପୋଖରୀ

6.

ବାପୁ ଓ ଦୀପୁ କେଉଁଠାରେ ପାଠ ପଢ଼ନ୍ତି?

a)

ଗାଁ ସ୍କୁଲରେ

b)

ଗାଁ ଚାହାଳିରେ

c)

ଅଙ୍ଗନବାଡି ରେ

d)

ସହର ରେ ଥିବା ସ୍କୁଲରେ

7.

ଉପରୋକ୍ତ ଦୃଶ୍ୟ ରେ ମୋଟ କେତେ ଜଣ ଲୋକ ଅଛନ୍ତି?

a)

ଚାରି ଜଣ

b)

ଦୁଇ ଜଣ

c)

ତିନି ଜଣ

d)

ପାଞ୍ଚ ଜଣ

8.

ସକାଳେ ବାପୁ ଓ ଦୀପୁ ପହଁଚିଲା ବେଳକୁ ଅଜା କ'ଣ କରୁଥିଲେ?

a)

ଅଗଣାରେ ବସି ଖବରକାଗଜ ପଢୁଥିଲେ

b)

ଭାଗବତ ପାଠ କରୁଥିଲେ

c)

ଟିଭି ରେ ପାଲା ଦେଖୁଥିଲେ

d)

ବଗିଚାରେ କାମ କରୁଥିଲେ

9.

"ବେଶୀ ସାର ଦେଲେ ଯେ ବେଶୀ ଫସଲ ଅମଳ ହେବ, ସେକଥା ଠିକ ନୁହେଁ ।"-ଏ କଥା କିଏ କହିଥିଲେ?

a)

ଦୀପୁର ମାମୁଁ

b)

ଦୀପୁର ଅଜା

c)

ଦୀପୁର ମାଇଁ

d)

ଦୀପୁ ନିଜେ

10.

"ଅଜା ଆପଣ ଏ ବୟସରେ ଏତେ ପରିଶ୍ରମ କରୁଛନ୍ତି କାହିଁକି?"-ଏ କଥା କିଏ କହିଥିଲା?

a)

ବାପୁ

b)

ଦୀପୁ

c)

ଉଭୟ

d)

ଦୀପୁର ମାମୁଁ