Wayground logo

Free Printable Worksheets

Font size

S
M
L
XL
Worksheets

ହଜିଲା ଦିନ ର କଥା

Total questions: 10

Worksheet time: 5mins

Name
Class
Date
1.

ମଧୁସୁଦନ ଦାସ ଙ୍କୁ କେଉଁ ଉପାଧି ଦିଆ ଯାଇଛି?

a)

ଉତ୍କଳମଣି

b)

ଉତ୍କଳଗୌରବ

c)

କବିସମ୍ରାଟ

d)

କବିବର

2.

ମଧୁବାବୁ ତାଙ୍କ ହାତରେ ____ ବାଡି ଧରିଥାନ୍ତି l

a)

ଶୁଖିଲା ବାଡି

b)

ଶିଙ୍ଗ ବାଡି

c)

ବଙ୍କୁଲି ବାଡି

d)

ବେତ ବାଡି

3.

ବାରବାଟୀ କଡ ଦେଇ କେଉଁ ନଦୀ ବହୁଅଛି?

a)

ବୈତରଣୀ

b)

ବୁଢ଼ା ବଳଙ୍ଗ

c)

ମହାନଦୀ

d)

ସଉବର୍ଣାରେଖା

4.

ସୁଦାମ ର ଘର ______ ଠାରେ।

a)

ଭୁବନେଶ୍ୱର

b)

ବିଡାନାସୀ

c)

ଖୋର୍ଦ୍ଧା

d)

ଗୋପାଳପୁର

5.

ମଧୁବାବୁଙ୍କ ଗାଈ ଗୁଡ଼ା କୁ କିଏ ହେପା ଜତ କରେ?

a)

ଗୋପାଳ

b)

ସୁଦାମ

c)

ଚନ୍ଦ୍ରଭାନୁ

d)

ହରି

6.

ସ୍ତ୍ରୀ ଲୋକମାନେ ମଧୁବାବୁଙ୍କ ଘରକୁ କ'ଣ ନେବା ପାଇଁ ଆସିଥିଲେ?

a)

ଗୁଡ଼

b)

ପିଠା

c)

କ୍ଷୀର

7.

ମଧୁବାବୁ ସବୁଦିନ ସକାଳୁ କେଉଁ ଠାରେ ବୁଲିଆସନ୍ତି?

a)

ବଗିଚାରେ

b)

କିଲ୍ଲା ପଡ଼ିଆରେ

c)

ହତା ଭିତରେ

d)

ଖୋଲା ପଡ଼ିଆରେ

8.

ସ୍ତ୍ରୀ ଲୋକ ଓ ଛୁଆ ମାନଙ୍କ ମୁଣ୍ଡ ଦେଖିବାକୁ କିପରି?

a)

ନୁଖୁରା

b)

ସୁନ୍ଦର

c)

ଗୋଲ

d)

ହସ ମୁଁହ

9.

ମଧୁବାବୁ ଙ୍କୁ ଅପେକ୍ଷା କରିଥିବା ସ୍ତ୍ରୀ ଲୋକ ମାନେ କେମିତିକା ବସ୍ତ ପିନ୍ଧିଥିଲେ?

a)

ଶାଢୀ

b)

କୋତରା କୋସ୍ତା

c)

ଲେହେଙ୍ଗା

d)

ସମ୍ବଲପୁରୀ ଶାଢ଼ୀ

10.

ଉପରେ ଦିଆ ଯାଇଥିବା ଚିତ୍ର ଟି ରେ ବ୍ୟକ୍ତି ଜଣକ କିଏ?

a)

ଗୋପବନ୍ଧୁ ଦାସ

b)

ଫକିର ମୋହନ ସେନାପତି

c)

ମଧୁସୁଦନ ଦାସ

d)

ହରିହର ଦାସ