wayground logo

Free Printable Worksheets

NEW

Font size

S
M
L
XL
Worksheets

odia-chhota mor gaati

Total questions: 10

Worksheet time: 5mins

Name
Class
Date
1.

ଛୋଟ ମୋର ଗାଁ ଟି ର କବି କିଏ ?

a)

Sachidananda routray

b)

Gopabandhu das

c)

Harihara das

d)

Madhusudana das

2.

କବି କେଉଁଠାରେ ଏକଥା ସବୁ ମନେ ପକେଇ ଛନ୍ତି ?

a)

Prabase

b)

Grama

c)

Mandir re

d)

Nija ghare

3.

ନିମ୍ନ ଲିଖିତ ମଧ୍ୟରୁ କେଉଁଠି "ସରଗ " ର ଗଦ୍ୟ ରୂପ ଅଟେ ?

a)

Swarga

b)

Sarag

c)

Swag

d)

All the above

4.

ନିମ୍ନ ଲିଖିତ ମଧ୍ୟ ରୁ କେଉଁଠି "ନାହା" ର ପ୍ରତିଶବ୍ଦ ନୁହେଁ ?

a)

Danga

b)

Naba

c)

Nauka

d)

Jahaja

5.

ନିମ୍ନ ଲିଖିତ ମଧ୍ୟରୁ କେଉଁଠାରେ ଶିଶୁ ଜନ୍ମ ହୁଏ ?

a)

Ghare

b)

Antudisale

c)

Gare

d)

Sahara re

6.

ନିମ୍ନ ଲିଖିତ ମଧ୍ୟରୁ କେଉଁଠାରେ କବି ଙ୍କ ଘର ଅଟେ?

a)

Gurujanga

b)

Bolagada

c)

Begunia

d)

Baragada

7.

ନିମ୍ନ ଲିଖିତ ମଧ୍ୟରୁ କବି କାହା ବିଷୟ ରେ ଉଲ୍ଲେଖ କରିଛନ୍ତି ?

a)

Sahara

b)

Desa

c)

Grama

d)

Rajya

8.

ନିମ୍ନ ଲିଖିତ ମଧ୍ୟରୁ"ପ୍ରବାସ" ଶବ୍ଦ ର ଅର୍ଥ କେଉଁଠି ଅଟେ ?

a)

Anya desa

b)

Nija desa

c)

Nija grama

d)

Nija rajya

9.

ନିମ୍ନ ଲିଖିତ ମଧ୍ୟରୁ କେଉଁଠି ଆଲୋକ ର ବିପରୀତ ଶବ୍ଦ ଅଟେ?

a)

Andhakara

b)

Rati

c)

Sandhya

d)

None of the above

10.

ନିମ୍ନ ଲିଖିତ ମଧ୍ୟରୁ କେଉଁଠି ମଣିଷ ପୋଡ଼ା ହୁଏ ?

a)

Gare

b)

Saharare

c)

Smasana re

d)

Nija gaa padia re

Similar Resources on Wayground