Worksheetsରାମାୟଣ
Total questions: 10
Worksheet time: 8mins
Name
Class
Date
1.
ପ୍ରବନ୍ଧ "ରାମାୟଣ କଥା " ର ଲେଖକ କିଏ?
a)
ମଧୁସୂଦନ ରାଓ
b)
ଗୋପବନ୍ଧୁ ଦାସ
c)
ଵଳରାମ ଦାସ
d)
ମଧୁସୂଦନ ଦାସ
2.
ରାଜା ଦଶରଥ କେଉଁ ରାଜ୍ୟର ରାଜା ଥିଲେ?
a)
ମିଥିଳା
b)
ଅଯୋଧ୍ୟା
c)
ଲଙ୍କା
3.
ରାଜା ଦଶରଥଙ୍କର କେତୋଟି ରାଣୀ ଥିଲେ?
a)
1
b)
2
c)
3
d)
4
4.
ରାଜା ଦଶରଥଙ୍କର କେତୋଟି ପୁତ୍ର ଥିଲେ?
a)
1
b)
2
c)
3
d)
4
5.
ରାଜା ଦଶରଥ ଦୁଇଟି ବର କାହାକୁ ଦେଇଥିଲେ?
a)
1-କୌଶଲ୍ୟl
b)
2-କୈଇକେୟୀ
c)
3-ସୁମିତ୍ରା
d)
4-ମନ୍ଥରା
6.
ମାତା କୈଇକେୟୀ ପ୍ରଥମ ବର ରେ ରାମଙ୍କ ବଦଳରେ କାହାକୁ ରାଜା କରିବାକୁ କହିଥିଲେ?
a)
1-ଲକ୍ଷ୍ମଣ
b)
2-ଭରତ
c)
3-ଶତ୍ରୁଘ୍ନ
7.
ରାମଙ୍କ ପତ୍ନୀ ମାତା ସୀତା କେଉଁ ରାଜ୍ୟର ରାଜକୁମାରୀ ଥିଲେ?
a)
ଅଯୋଧ୍ୟା
b)
2-କଳିଙ୍ଗ
c)
3-ଲଙ୍କା
d)
4-ମିଥିଳା
8.
ରାମଙ୍କ ଏବଂ ସୀତାଙ୍କ ସହ ରାମଙ୍କ ଆଉ କେଉଁ ଭାଇ ମଧ୍ୟ ତାଙ୍କସହ ବନବାସ ଯାଇଥିଲେ?
a)
1-ଲକ୍ଷ୍ମାଣ
b)
2-ଭରତ
c)
3-ଶତ୍ରୁଘ୍ନ
9.
ମିଥିଳା ରାଜ୍ୟର ରାଜା କିଏ ଥିଲେ??
a)
1-ଦଶରଥ
b)
2-ରାବଣ
c)
3-ଜନକ
d)
4-ରାମ
10.
ଉପରୋକ୍ତ ଛବିଟି କୁ ବିଷୟ ସହ ଜଡିତ ଦୃଶ୍ୟ କୁ ବର୍ଣନା କର।
4 lines
100 %
