Wayground logo

Free Printable Worksheets

Font size

S
M
L
XL
Worksheets

ଜୈବ ମଣ୍ଡଳ

Total questions: 11

Worksheet time: 6mins

Name
Class
Date
1.

ରାସାୟନିକ ସାର ଓ ବିଷାକ୍ତ କୀଟନାଶକ ଦ୍ରବ୍ୟର ବ୍ୟବହାର ଯୋଗୁଁ କେଉଁ ଜୀବ ମରିଥାଏ ?

a)

ଉଇ

b)

ଜିଆ

c)

ତେଲୁଣି ପୋକ

d)

ଜୀବାଣୁ

2.

ମୃତ୍ତିକାର ଜଳବାୟୁକୁ ଧରିରଖିବା କ୍ଷମତା ଓ ଉର୍ବରତା କିଏ ବୃଦ୍ଧି କରିଥାଏ ?

a)

ତେଲୁଣି ପୋକ

b)

ଜୀବାଣୁ

c)

ଉଇ

d)

ଜିଆ

3.

ନିମୋକ୍ତ ମଧ୍ୟରୁ କେଉଁଟି ମୃତ୍ତିକାକୁ ପ୍ରଦୂଷଣ କରିଥାଏ ?

a)

କଳକାରଖାନାର ବର୍ଜ୍ୟବସ୍ତୁ

b)

କ୍ଷତିକାରକ ରାସାୟନିକ ଦ୍ରବ୍ୟ

c)

ବିଷାକ୍ତ କୀଟନାଶକ ଦ୍ରବ୍ୟ

d)

ଉପରୋକ୍ତ ସମସ୍ତ

4.

ନିମୋକ୍ତ ମଧ୍ୟରୁ କେଉଁଟିର ବହୁଳ ବ୍ୟବହାର ଯୋଗୁଁ ମୃତ୍ତିକା ପ୍ରଦୂଷଣ ବୃଦ୍ଧି ପାଉଛି ?

a)

ପ୍ଲାଷ୍ଟିକ ଦ୍ରବ୍ୟ ଓ ପଲିଥିନ ମୁଣି

b)

କାଗଜ ଠୁଙ୍ଗା

c)

କପଡା ବ୍ୟାଗ

d)

ଉପରୋକ୍ତ ସମସ୍ତ

5.

ନିମୋକ୍ତ ମଧ୍ୟରୁ କେଉଁଟି ଶବ୍ଦ ପ୍ରଦୂଷଣ ବୃଦ୍ଧି ହେବାର କାରଣ ?

a)

କଳକାରଖାନା

b)

ଡକାଵାଜି ଯନ୍ତ୍ର

c)

ଦୀପାବଳିରେ ଆତସ ବାଜି ଶବ୍ଦ

d)

ଉପରୋକ୍ତ ସମସ୍ତ

6.

ନିମୋକ୍ତ ମଧ୍ୟରୁ କେଉଁଟି ଶବ୍ଦ ପ୍ରଦୂଷଣର ମାତ୍ରା ଅଧିକ ?

a)

ଗ୍ରାମାଞ୍ଚଳ

b)

ସହରାଞ୍ଚଳ

c)

ପଞ୍ଚାୟତ

d)

ଵସ୍ତିଞ୍ଚଳ

7.

ସାଧାରଣ କଥାବାର୍ତ୍ତାର ଶବ୍ଦ — ଡେସିବେଲ୍ ?

a)

୩୦ - ୩୫

b)

୨୦ - ୩୦

c)

୩୦ -୪୦

d)

୧୦ - ୨୦

8.

ମୋଟର ସାଇକେଲ୍ ର ଚାଲିବ ଶବ୍ଦ — ଡେସିବେଲ୍ ?

a)

୧୦୦

b)

୧୦୫

c)

୭୫

d)

୬୦

9.

ସର୍ବାଧିକ — ଡେସିବେଲ୍‌ ଶବ୍ଦରେ ମଣିଷର କାନରେ କିଛି କ୍ଷତି ହୁଏ ନାହିଁ ?

a)

୭୫

b)

୧୦୫

c)

୯୦

d)

୮୦

10.

ଶବ୍ଦ ପ୍ରଦୂଷଣ ଯୋଗୁଁ ଲୋକମାନଙ୍କ ମଧ୍ୟରେ ମୁଖ୍ୟତଃ କେଉଁ କେଉଁ ରୋଗ ବଢିବାର ଆଶଙ୍କା ସୃଷ୍ଟି ହୋଇଛି ?

a)

ଝାଡାବାନ୍ତି

b)

ମ୍ୟାଲେରିଆ

c)

ମୁଣ୍ଡବ୍ୟଥା ଓ ମସ୍ତିକ ବିକୃତି

d)

ଡାଇବେଟିସ

11.

ଶବ୍ଦର ତୀବ୍ରତା ମାପିବାର ଏକକ କୁ କଣ କୁହାଯାଏ ?

a)

ସେଲସିୟସ୍‌

b)

ବାରୋମିଟର

c)

ଡେସିବେଲ୍

d)

ଆନିମୋମିଟର