wayground logo

Free Printable Worksheets

NEW

Font size

S
M
L
XL
Worksheets

NISHTHA EIE

Total questions: 10

Worksheet time: 5mins

Name
Class
Date
1.

1-RPWD Act-2016 ଅନୁସାରେ କେତେ ପ୍ରକାର ଭିନ୍ନକ୍ଷମତା ରହିଛି ?

a)

16

b)

21

c)

12

d)

10

2.

2-ଆମ ଓଡିଶାରେ କେତୋଟି ଆକାଂକ୍ଷୀ ଜିଲ୍ଲା ରହିଛି ?

a)

6

b)

8

c)

10

d)

12

3.

3-ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତିର ଉଚ୍ଚତା କେତେରୁ କମ୍ ହୋଇଥିଲେ , ତାଙ୍କୁ ବାମନ କୁହାଯାଏ ?

a)

3 ଫୂଟ 10 ଇଞ୍ଚ

b)

2 ଫୁଟ୍ 10 ଇଞ୍ଚ

c)

5 ଫୁଟ 10 ଇଞ୍ଚ

d)

4 ଫୁଟ 10 ଇଞ୍ଚ

4.

4-ଦଶମ ଶ୍ରେଣୀ ପରୀକ୍ଷାରେ ଭିନ୍ନକ୍ଷମ ଛାତ୍ର ଛାତ୍ରୀମାନଙ୍କୁ ପ୍ରତି ଦୁଇଘଣ୍ଟାରେ କେତେ ଅତିରିକ୍ତ ସମୟ ଦିଆଯାଏ ?

a)

20 ମିନିଟ

b)

30 ମିନିଟ

c)

40 ମିନିଟ

d)

50 ମିନିଟ

5.

5-Everyone is a genius . But if you judge a fish on its ability to climb a tree, it will live its whole life believing that it is stupid. - ଏହା କାହାର ଉକ୍ତି ?

a)

ଆଇନଷ୍ଟାଇନ

b)

ଆର୍ଯ୍ୟଭଟ୍ଟ

c)

ଅବଦୁଲ କାଲାମ

d)

ହିଟଲର

6.

6-ସାର୍ବଜନୀନ ଶିକ୍ଷଣ ଢାଞ୍ଚା (Universal Design for Learning) ପାଇଁ କେଉଁ ଉକ୍ତିଟି ଠିକ୍ ନୁହଁ ?

a)

ଏହା ଶିକ୍ଷାର୍ଥୀ ନିର୍ଦ୍ଦେଶିତ

b)

ଏହା ସମସ୍ତଙ୍କ ପାଇଁ ଏକ ସାଧାରଣ ଉପକାରୀ ପନ୍ଥା

c)

ଏହା ଏକ ସକ୍ରିୟ ଆଭିମୁଖ୍ୟ

d)

ଏହା ଶିକ୍ଷକ ନିର୍ଦ୍ଦେଶିତ

7.

7-ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଅଶୁଦ୍ଧ ଶବ୍ଦ ?

a)

ତ୍ରିଭୁଜ

b)

ମାର୍ଗଶିର

c)

ମିନତି

d)

ଅନୁଦିତ

8.

8-ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ ଶୁଦ୍ଧ ଶବ୍ଦ ଅଟେ ?

a)

ନିର୍ଦ୍ଦୋଷୀ

b)

ଅପରାହ୍ନ

c)

ଭୂଲ

d)

ଶଶିଭୂଷଣ

9.

9- What is the full form of 'ICT' ?

a)

Integrated Class Teaching

b)

Information and communication Technology

c)

International Common Teaching

d)

Individualized Class Teaching

10.

10-STARS ର full form କ'ଣ ?

a)

School Teachers' Association for Results of States

b)

State Teaching Agency and Resources

c)

Strengthening Teaching-Learning and Results for States

d)

State Teachers' Association for Results of Students