WorksheetsNISHTHA EIE
Total questions: 10
Worksheet time: 5mins
କିଏ 'ଉତ୍କଳ ଘଣ୍ଟ' ଭାବରେ ପରିଚିତ ?
ମଧୁସୂଦନ ରାଓ
ରାଧାନାଥ ରାୟ
ଯଦୁମଣି ମହାପାତ୍ର
ଗଙ୍ଗାଧର ମେହେର
22- (2 x 5 + 6) = ?
4
6
0
106
'ଲାବଣ୍ୟବତୀ' କାବ୍ୟର କବି କିଏ ?
ରାଧାନାଥ ରାୟ
ଗଙ୍ଗାଧର ମେହେର
ମଧୁସୂଦନ ରାଓ
ଉପେନ୍ଦ୍ର ଭଞ୍ଜ
କେଉଁଟି ଓଡିଶାର ବୃହତ୍ତମ ଜିଲ୍ଲା ?
ମୟୂରଭଞ୍ଜ
ଖୋର୍ଦ୍ଧା
କଟକ
ଜଗତସିଂହପୁର
ଅଶୋକାଷ୍ଟମୀ କେଉଁ ମାସରେ ପଡେ ?
ବୈଶାଖ
ଫାଲ୍ଗୁନ
ଚୈତ୍ର
ପୌଷ
Full form of "NIPUN" is _____.
National Infrastructure for People in Reading with Understanding and Numeracy
National Initiative for Proficiency in Reading with Understanding and Numeracy
New Initiative for Proficiency in Reading with Understanding and Numeracy
National Initiative for Pupils in Understanding and Numeracy
Which river is called 'The Ganga' of Odisha ?
Brahmani
Mahanadi
Subarnarekha
Baitarani
କେଉଁ ମସିହାରେ ସିପାହୀ ବିଦ୍ରୋହ ହୋଇଥିଲା ?
୧୭୫୭
୧୮୫୭
୧୬୫୭
୧୯୫୭
ବଲାଙ୍ଗିର ଜିଲ୍ଲାରେ କେତୋଟି ବ୍ଲକ ରହିଛି ?
11
12
13
14
ଦୁର୍ଗାପୂଜା କେଉଁ ମାସରେ ପାଳିତ ହୁଏ ?
ଆଷାଢ
ଭାଦ୍ରବ
ଆଶ୍ଵିନ
କାର୍ତ୍ତିକ
