Worksheetsgeography
Total questions: 10
Worksheet time: 5mins
ବିଷୁବ ତଥା କ୍ରାନ୍ତି ଅଞ୍ଚଳର ଉଷ୍ମ ଜଳରାଶି ସମୁଦ୍ର ପୃଷ୍ଠରେ ମେରୁ ଆଡ଼କୁ ପ୍ରବାହିତ ହୋଇଥାଏ। ଏହାକୁ କେଉଁ ପ୍ରକାର ସ୍ରୋତ କୁହାଯାଏ?
ଶୀତଳ ସ୍ରୋତ
ଉଷ୍ମ ସ୍ରୋତ
ଦକ୍ଷିଣ ନିରକ୍ଷୀୟ ସ୍ରୋତ
ଉତ୍ତର ନିରକ୍ଷୀୟ ସ୍ରୋତ
ଜଳସ୍ତର ଭରଣା ପାଇଁ ମେରୁ ଅଞ୍ଚଳରୁ ଶୀତଳ ଜଳ ସମୁଦ୍ର ନିମ୍ନ ଭାଗରେ ବିଷୁବ ଅଞ୍ଚଳ ଆଡ଼କୁ ପ୍ରବାହିତ ହୁଏ। ଏହାକୁ କେଉଁ ସ୍ରୋତ କୁହଯାଏ?
ଉଷ୍ମ ସ୍ରୋତ
ଶୀତଳ ସ୍ରୋତ
ଉଷ୍ମ ସାମୁଦ୍ରିକ ସ୍ରୋତ
ଶୀତଳ ସାମୁଦ୍ରିକ ସ୍ରୋତ
ବିଷୁବ ରେଖା ନିକଟ ଦେଇ ଏକ ପୂର୍ବାଭିମୁଖୀ କେଉଁ ସ୍ରୋତ ପ୍ରବାହିତ ହୋଇଥାଏ?
ଉତ୍ତର ନୀରକ୍ଷୀୟ ସ୍ରୋତ
ଦକ୍ଷିଣ ନିରକ୍ଷୀୟ ସ୍ରୋତ
ନିରକ୍ଷୀୟ ପ୍ରତି ସ୍ରୋତ
ଉଷ୍ମ ସ୍ରୋତ
କେଉଁ ସ୍ରୋତ ଟି ପ୍ରଶାନ୍ତ ମହାସାଗର ରେ ପ୍ରବାହିତ ହୋଇନାହିଁ?
କ୍ୟୁରାଇଲ ସ୍ରୋତ
କାଲିଫର୍ଣ୍ଣିଆ ସ୍ରୋତ
କାନାରି ସ୍ରୋତ
ପେରୁ ସ୍ରୋତ
କ୍ରାନ୍ତିୟ ମଣ୍ଡଳୀୟ ଅଞ୍ଚଳରେ ପ୍ରବାହିତ ପୂର୍ବାବାୟୁ ପ୍ରଭାବରେ ଏହି ସ୍ରୋତ ବିଷୁବ ରେଖାର ଉଭୟ ପାର୍ଶ୍ଵରେ କେଉଁ ଦିଗକୁ ଗତି କରିଥାଏ?
ପୂର୍ବ ଦିଗ
ପଶ୍ଚିମ ଦିଗ
ଉତ୍ତର ଦିଗ
ଦକ୍ଷିଣ ଦିଗ
ଉପକୂଳ ଅଂଚଳରେ ପ୍ରାୟ କେତେ ଡିଗ୍ରୀ ସମୀକ୍ଷା ରେଖା ପର୍ଯ୍ୟନ୍ତ ପ୍ରବାହିତ ହୋଇଥାଏ?
୫୦°
୪୦°
୬୦°
୮୦°
ପ୍ଲାଙ୍କଟନ କାହାର ଏକ ପ୍ରକୃଷ୍ଟ ଖାଦ୍ୟ?
ମାଛ
କଙ୍କଡ଼ା
ସାପ
ଅକ୍ଟୋପସ୍
ପ୍ରବାଳ ଗୁଡ଼ିକ ମରିଯିବା ପରେ ସେହି ସ୍ଥାନ ରେ ହୁଙ୍କା ଆକରରେ ଜମାହୋଇ କଣ ସୃଷ୍ଟି କରନ୍ତି?
ପ୍ରବାଳ ସ୍ତୁପ
ପ୍ରବା ଳ ବନ୍ଧ
ପ୍ରବାଳ ଘେରି ବନ୍ଧ
ଖଣ୍ଡିତ ପ୍ରବାଳ ବନ୍ଧ
ଜମା ହୋଇଥିବା କେତେକ ପ୍ରବାଳ ସ୍ତୁପ ପରସ୍ପର ସଂଲଗ୍ନ ହୋଇ କଣ ସୃଷ୍ଟି କରିଥାନ୍ତି?
ପ୍ରଵାଳ ସ୍ତୁପ
ପ୍ରବାଳ ବନ୍ଧ
ପ୍ରଵାଳ ଘେରି
ବୃହତ୍ ପ୍ରବାବନ୍ଧ
କେଉଁ ମହଦେଶ ର ପୂର୍ବ ଉପକୂଳରେ ଏକ ପ୍ରଵାଳ ବନ୍ଧ ଅଛି ଯାହାକି ବୃହତ୍ ପ୍ରବାଳ ବନ୍ଧ ରୂପେ ପରିଚିତ?
ଏସିଆ
ଅଷ୍ଟ୍ରେଲିଆ
ଆଫ୍ରିକା
ୟୁରୋପ
