Wayground logo

Free Printable Worksheets

Font size

S
M
L
XL
Worksheets

class -7 (Geography),Page No:-49,50

Total questions: 10

Worksheet time: 5mins

Name
Class
Date
1.

ସମୁଦ୍ର ତରଙ୍ଗ କୁ କେଉଁ ଭାଷା ରେ ସୁନାମି କୁହାଯାଏ ?

a)

Japani

b)

Iran

c)

Latin

d)

Turki

2.

ସୁନାମି ତରଙ୍ଗ ର ଉଚ୍ଚତା କେତେ ମିଟର ?

a)

୩୦ମି.

b)

୧୫ ମି.

c)

୨୦ ମି.

d)

୧୦ ମି.

3.

କେଉଁ ସମୟରେ ସମୁଦ୍ର ରେ ବିଶାଳକାୟ ତରଙ୍ଗ ମାନ ସୃଷ୍ଟି ହୁଏ ?

a)

Banyaa

b)

Marudi

c)

Jhada batya

d)

Barsha

4.

ସମୁଦ୍ର ଜଳର ଉତ୍ଥାନ କୁ କଣ କୁହାଯାଏ ?

a)

Juara

b)

Bhatta

c)

Banya

d)

Tsunami

5.

ନିମୋକ୍ତ ମଧ୍ୟରୁ କାହାର ଆକର୍ଷଣ ଶକ୍ତି ଅଧିକ ?

a)

Chandra

b)

Surya

c)

SHani

d)

Bruhaspati

6.

୨୦୦୪ ମସିହାରେ ହୋଇଥିବା ସୁନାମି ରେ କେତେ ସଂଖ୍ୟକ ଲୋକ ମୃତୁବରଣ କରିଥିଲେ ?

a)

୭୦୦୦

b)

୫୦୦୦

c)

୯୦୦୦

d)

୧୦୦୦୦

7.

ସମୁଦ୍ର ଜଳ ର ପତନ କୁ କଣ କୁହାଯାଏ?

a)

Bhatta

b)

Juara

c)

Tsunami

d)

BAnya

8.

ବାତ୍ୟା ସମୟରେ ଢେଉ ର ଘଣ୍ଟା ପ୍ରତି ବେଗ କେତେ ହୋଇଥାଏ ?

a)

700km

b)

500km

c)

300km

d)

100km

9.

ସାଗର ଓ ମହାସାଗର ର ବକ୍ଷ ରେ ନିୟମିତ ପ୍ରତିଦିନ କେତେଥର ଜୁଆର ଓ ଭଟ୍ଟ। ଆସେ?

a)

2

b)

3

c)

4

d)

7

10.

ଭୂମିକମ୍ପ ର ତୀବ୍ରତା ଅଧିକ ହୋଇଥିଲେ ସମୁଦ୍ର ଢେଉର ଉଚ୍ଚତା କେତେ ମି. ପର୍ଯ୍ୟନ୍ତ ଉଠିଥାଏ?

a)

୧୫୦ ମି

b)

୨୦୦ ମି

c)

୩୦୦ ମି

d)

୪୦୦ ମି

Similar Resources on Wayground