NEW
Font size
Worksheetsକୁହୁକୀ ବନ: ଭିତରକନିକା
Total questions: 10
Worksheet time: 5mins
ଭିତରକନିକା ଓଡ଼ିଶାର କେଉଁ ଜିଲ୍ଲା ରେ ଅବସ୍ଥିତ?
କଟକ
ଭଦ୍ରକ
କେନ୍ଦ୍ରାପଡ଼ା
ଯାଜପୁର
ଏହା କେଉଁ ପ୍ରକାର ର ଜୀବ ?
ପଶୁ
ସରୀସୃପ
ପକ୍ଷୀ
କୀଟ
ଭିତରକନିକା ଓଡ଼ିଶାର କେଉଁ ଉପକୂଳରେ ଅବସ୍ଥିତ?
ପୂର୍ବ
ପଶ୍ଚିମ
ଉତ୍ତର
ଦକ୍ଷିଣ
ନିମ୍ନୋକ୍ତ ମଧ୍ୟରୁ କେଉଁ ନଦୀ ମୁହାଣରେ ଭିତରକନିକା ଅବସ୍ଥିତ ନୁହେଁ?
ବ୍ରାହ୍ମଣୀ
ବୈତରଣୀ
ମହାନଦୀ
ଧାମରା
ଭିତରକନିକା ବୁଲିବାକୁ ଯିବାପାଇଁ ରାଜନଗର ଘାଟ ଠାରୁ କେଉଁ ପଥ ଦେଇ ଯିବାକୁ ପଡିଥାଏ ?
ଆକାଶ ପଥ
ଜଳ ପଥ
ସ୍ଥଳ ପଥ
ରେଳ ପଥ
ପ୍ରାୟ କେତେ ପରିମିତ ଅଞ୍ଚଳରେ ହାଜର ହଜାର ସଂଖ୍ୟାରେ ବଗ ବସବାସ କରନ୍ତି ?
୫୦
୪୦
୩୦
୨୦
ଭିତରକନିକାରେ ଦିନରେ କେତେଥର ଜୁଆର ଆସେ ?
୪ ଥର
୩ ଥର
୨ ଥର
୧ ଥର
ଭିତରକନିକା ଏକ କେଉଁ ପ୍ରକାରର ଜଙ୍ଗଲ ?
ପର୍ଣ୍ଣମୋଚି ଜଙ୍ଗଲ
ଚିରହରିତ ଜଙ୍ଗଲ
ଲୁଣା ଜଙ୍ଗଲ
ହେନ୍ତାଳ ବଣ
ଭିତରକନିକା କେଉଁ ମସିହାରେ ଏକ ଅଭୟାରଣ୍ୟ ରୂପେ ଘୋଷଣା କରାଯାଇଛି ?
୧୯୪୭
୧୯୭୦
୧୯୭୫
୧୯୮୦
କୁହୁକିବନ ଭିତରକନିକା ଗଦ୍ୟ ର ଲେଖକଙ୍କ ନାମ କଣ ?
କୃଷ୍ଣଚନ୍ଦ୍ର କର
ଶରତ କୁମାର ବିଶ୍ଵାଳ
ନନ୍ଦ କିଶୋର ବଳ
ମଧୁସୂଦନ ରାଓ
