NEW
Font size
S
M
L
XL
WorksheetsProbability
Total questions: 8
Worksheet time: 4mins
Name
Class
Date
1.
ଗୋଟିଏ ଅଧିଵର୍ଷରେ "ଗୋଟିଏ ରବିବାର ଆସିବାର"ସମ୍ଭାବ୍ୟତା
a)
1/7
b)
2/7
c)
3/7
d)
4/7
2.
ଗୋଟିଏ ଲୁଡୁଗୋଟିକୁ ଥରେ ଗଡାଇଲେ "6 ର ଗୁଣନୀୟକ" ଆସିବା ର ସମ୍ଭାବ୍ୟତା କେତେ?
a)
1/3
b)
2/3
c)
1/2
d)
1/6
3.
ଗୋଟିଏ ଲୁଡୁଗୋଟିକୁ ଦୁଇ ଥରେ ଗଡାଇଲେ "ସମଷ୍ଟି≤12" ଆସିବା ର ସମ୍ଭାବ୍ୟତା କେତେ?
a)
1/2
b)
1
c)
1/4
d)
1/3
4.
ଦୁଇଟି ମୁଦ୍ରାକୁ ଥରେ କିସ୍ କଲେ ଅତିକମରେ "ଗୋଟିଏ H ଆସିବାର" ସମ୍ଭାବ୍ୟତା
a)
1/4
b)
2/4
c)
3/4
d)
1/2
5.
ଗୋଟିଏ ଵର୍ଷରେ "ଗୋଟିଏ ରବିବାର ଆସିବାର"ସମ୍ଭାବ୍ୟତା
a)
1/7
b)
2/7
c)
3/7
d)
4/7
6.
ସମ୍ଭାବ୍ୟତା ର ପରିସର
a)
0<P(E)≤1
b)
0≤P(E)≤1
c)
0≤P(E)<1
d)
No
7.
ଆଜି ବର୍ଷା ହେବାର ସମ୍ଭାବ୍ୟ ତା 0.68,ବର୍ଷା ନ ହେବାର ସମ୍ଭାବ୍ୟ ତା
a)
0.22
b)
32/50
c)
32/100
d)
0.12
8.
1ରୁ 20 ମଧ୍ୟରେ ମୈଳିକ ସଂଖ୍ୟା ଆସିବା ର ସମ୍ଭାବ୍ୟତା
a)
8/20
b)
7/20
c)
4/10
d)
କ ଓ ଗ
Reset
