wayground logo

Free Printable Worksheets

NEW

Font size

S
M
L
XL
Worksheets

All About Greetings

Total questions: 10

Worksheet time: 5mins

Name
Class
Date
1.

What is the full form of STARS?

a)

Strengthening teacher learner and result for states

b)

Strengthening teaching learning and result for states

c)

Socia training learning and result for states

d)

Student teaching learning and result for states

2.

NEP 2020 ରେ ଶିକ୍ଷା ର କେତେ ଗୋଟି ସ୍ତର ବିଷୟ ରେ ଆଲୋଚନା କରାଯାଇଛି ?

a)

b)

c)

d)

3.

SEDG ଗୋଷ୍ଠୀ ରେ କେଉଁ ପିଲାମାନେ ନାହାନ୍ତି?

a)

ଲିଙ୍ଗୋଗତ ବିବିଧତା ଥିବା ପିଲା

b)

ସାମାଜିକ ସାଂସ୍କୃତିକ ବିବିଧତା ଦୃଷ୍ଟିକୋଣରୁ

c)

ଧନୀ ଘର ର ପିଲା

d)

ଅନାଥ ଶିଶୁ

4.

ଭିନ୍ନକ୍ଷମ ଅଧିକାର ନିୟମ ୨୦୧୬ ରେ କେତେ ଗୋଟି ଅକ୍ଷମତା ବିଷୟରେ କୁହାଯାଇଛି?

a)

୧୯

b)

୨୦

c)

୨୧

d)

୨୨

5.

DIKSHYA ର ପୁରା ନାମ କଣ?

a)

Digital infrastructure of knowledge sharing

b)

Digital idea for knowledge sharing

c)

Digital information for knowledge sharing

d)

Digital infrastructure for knowledge sharing

6.

ବହୁଶ୍ରେଣି ପରିଚାଳନା ସମୟରେ କେଉଁ କୌଶଳ ଟି ଉପଯୁକ୍ତ ନୁହେଁ

a)

ଶିକ୍ଷଣ କାର୍ଯ୍ୟ ର ବ୍ୟବହାର

b)

ଅସମ୍ପର୍କିତ ପ୍ରସଙ୍ଗ

c)

ସହପାଠୀ ଶିକ୍ଷଣ ବ୍ୟବସ୍ଥା

d)

ସମାନ ବିଷୟ

7.

ମୌଳିକ ସଂଖ୍ୟା ଜ୍ଞାନ ଶ୍ରେଣୀ ପରିଚାଳନା ପାଇଁ ଦୈନିକ ସମୟ ଅବଧି କେତେ

a)

୯୦

b)

୮୦

c)

୧୨୦

d)

୧୦୦

8.

କେଉଁଟି ବାଳିକା ମାନଙ୍କର ଶିକ୍ଷା ରେ ସମସ୍ୟା ନୁହେଁ

a)

ଦାରିଦ୍ର୍ୟ

b)

ସାଂସ୍କୃତିକ

c)

ଆକର୍ଷିତ ଶ୍ରେଣୀ ଗୃହ

d)

ବାଲ୍ୟ ବିବାହ

9.

ପ୍ରାରମ୍ଭିକ ସ୍ତର ରେ ବାଳିକା ଶିକ୍ଷା ନିମନ୍ତେ ଜାତୀୟ କାର୍ଯ୍ୟକ୍ରମ ର ନାମ ଲେଖ

a)

ଗୋଷ୍ଠୀ ସଞ୍ଚାଳନ

b)

ପ୍ରତିକାରତ୍ମକ ଶିକ୍ଷା ଦାନ

c)

ଉପୋରୋକ୍ତ ସମସ୍ତ

d)

କୌଣସି ଟି ନୁହେଁ

10.

ଭାଷା ଓ ଗଣିତ କାର୍ଯ୍ୟ ପୁସ୍ତିକା କୁ କେଉଁ ଢାଞ୍ଚା ରେ ପ୍ରସ୍ତୁତ କରାଯାଇଛି

a)

୫+୩+୩+୪

b)

୪+୩+୩+୧

c)

୪+୧+୧+୧

d)

୫+୩+୨+୪