wayground logo

Free Printable Worksheets

NEW

Font size

S
M
L
XL
Worksheets

ଭୂଗୋଳ ଉତ୍ତର ଆମେରିକା

Total questions: 10

Worksheet time: 5mins

Name
Class
Date
1.

ଉତ୍ତର ଆମେରିକା ପୃଥିବୀର କେତେ ତମ ବୃହତ୍ତମ ମହାଦେଶ ଅଟେ?

a)

୧ମ

b)

୨ୟ

c)

୩ୟ

d)

ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

2.

ଉତ୍ତର ଆମେରିକା କେଉଁ ଗୋଲାର୍ଦ୍ଧରେ ଅବସ୍ଥିତ?

a)

ପୂର୍ବ

b)

ପଶ୍ଚିମ

c)

ଉତ୍ତର

d)

ଦକ୍ଷିଣ

3.

ଉତ୍ତର ଆମେରିକାର କର୍କଟକ୍ରାନ୍ତି କେଉଁ ଭାଗରେ ଯାଇଅଛି?

a)

ପୂର୍ବଭାଗ

b)

ପଶ୍ଚିମ ଭାଗ

c)

ଦକ୍ଷିଣ ଭାଗ

d)

ଉତ୍ତର ଭାଗ

4.

ଉତ୍ତର ଆମେରିକାର ଉତ୍ତରରେ କେଉଁ ମହାସାଗର ଅବସ୍ଥିତ?

a)

ସୁମେରୁ ମହାସାଗର

b)

ପ୍ରଶାନ୍ତ ମହାସାଗର

c)

ଭାରତ ମହାସାଗର

d)

ଆଟଲାଣ୍ଟିକା ମହାସାଗର

5.

ଉତ୍ତର ଆମେରିକାର ପଶ୍ଚିମ ଦିଗରେ କେଉଁ ମହାସାଗର ଅବସ୍ଥିତ?

a)

ପ୍ରଶାନ୍ତ ମହାସାଗର

b)

ଭାରତ ମହାସାଗର

c)

ସୂମେରୁ ମହାସାଗର

d)

ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

6.

ଉତ୍ତର ଆମେରିକାରେ କେଉଁ ପର୍ବତଶ୍ରେଣୀ ଅବସ୍ଥିତ?

a)

ରକି ପର୍ବତଶ୍ରେଣୀ

b)

ଆଲପସ ପର୍ବତ ଶ୍ରେଣୀ

c)

ଅପେଲ ସିଆନ ପର୍ବତ ଶ୍ରେଣୀ

d)

କୌଣସିଟି ନୁହେଁ

7.

କେଉଁ ମହାଦେଶରେ ତୁନ୍ଦ୍ରା ଉଦ୍ଭିଦ ଦେଖିବାକୁ ମିଳେ?

a)

ଉତ୍ତର ଆମେରିକା

b)

ଦକ୍ଷିଣ ଆମେରିକା

c)

ୟୁରୋପ

d)

ଏସିଆ

8.

କେନ୍ଦ୍ରୀୟ ସମତଳ ଅଞ୍ଚଳରେ ଦେଖାଯାଉଥିବା ବିସ୍ତୀର୍ଣ୍ଣ ତୃଣଭୂମିକୁ କଣ କୁହାଯାଏ?

a)

ପ୍ରେରୀ

b)

ଲାନୋସ

c)

ସେଲଭା

d)

ପମ୍ପାସ

9.

ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀର ନାମ କଣ?

a)

ଚିକାଗୋ

b)

ୱାଶିଂଟନ

c)

ନ୍ୟୁୟର୍କ

d)

ଏମାନଙ୍କ ମଧ୍ୟରୁ କୌଣସିଟି ନୁହେଁ

10.

ଉତ୍ତର ଆମେରିକାର ବୃହତ୍ତ ଗୋ ପାଳନ କେନ୍ଦ୍ରର ନାମ କଣ?

a)

ପ୍ରେରି

b)

ଲାନୋସ୍

c)

ପମ୍ପାସ

d)

ରିଆଞ୍ଚ୍

Similar Resources on Wayground