wayground logo

Free Printable Worksheets

NEW

Font size

S
M
L
XL
Worksheets

ସାଧାରଣ ଜ୍ଞାନ

Total questions: 10

Worksheet time: 5mins

Name
Class
Date
1.

ଶୂନ୍ୟ ସେଟ୍ ପ୍ରତ୍ୟେକ ସେଟ୍ ପ୍ରତ୍ୟେକସେଟ୍ ର .......।

a)

ଉପସେଟ୍

b)

ଅଧିସେଟ୍

c)

ଶୁନ୍ୟ ସେଟ୍

d)

କୌଣସି ଟି ନୁହେଁ

2.

Aସେଟ୍ B ସେଟ୍ ର ଉପସେଟ୍ ହେଲେ,B ସେଟ୍ A ସେଟ୍ ର ......

a)

ଅଧିସେଟ୍

b)

ଶୂନ୍ୟସେଟ୍

c)

ଉପସେଟ୍

d)

କୌଣସି ଟି ନୁହେଁ

3.

ଭେନ୍ ଚିତ୍ରର ଜନକ କିଏ ?

a)

ଜନ୍ ଭେନ୍

b)

ଇଉକ୍ଲିଡ୍‌

c)

ଶଙ୍କରାଚାର୍ଯ୍ୟ

d)

କ୍ୟାଣ୍ଟର

4.

A U A = ______

a)

A

b)

0

c)

Φ

d)

1

5.

{a,b,c} ……… {a,c,b}

a)

b)

=

c)

d)

<

6.

B = {x|x= 2n ,n ∈N} କୁ ତାଲିକା ପଦ୍ଧତି ରେ ଲେଖ I

a)

{1,2,3,4,….}

b)

{2,4,6,8,….}

c)

{2,4,8,16….}

d)

{0,1,2,3….}

7.

A ∩ ∅ = .......

a)

A

b)

c)

0

d)

1

8.

ଯେଉଁ ଦୁଇଟି ସେଟର କୌଣସି ସାଧାରଣ ଉପାଦାନ ନ ଥାଏ , ସେ ସେଟଦ୍ଵୟକୁ _________ ସେଟ କୁହାଯାଏ I

a)

ଅଣଛେଦୀ

b)

ପରସ୍ପରଛେଦୀ

c)

ସସୀମ

d)

ଅସୀମ

9.

ଯେଉଁ ସେଟର କୌଣସି ଉପାଦାନ ନ ଥାଏ ସେହି ସେଟକୁ _________ ସେଟ କୁହାଯାଏ I

a)

ସସୀମ

b)

ଶୂନ୍ୟ

c)

ଅସୀମ

d)

ଅଧିସେଟ

10.

ସେଟ୍ ତତ୍ତ୍ଵ ର ଜନକ କିଏ ?

a)

ଇଉକ୍ଲିଡ

b)

ପିଥାଗୋରାସ୍

c)

ଜର୍ଜ କ୍ୟାଣ୍ଟର

d)

ଜନ୍ ଭେନ୍‌