ଆମେ ଭାରତର ଶିଶୁ

ଆମେ ଭାରତର ଶିଶୁ

5th Grade

5 Qs

quiz-placeholder

Similar activities

କିଏ ହେବ ବିଜେତା

କିଏ ହେବ ବିଜେତା

5th Grade

10 Qs

Sujata Mohanty

Sujata Mohanty

4th - 5th Grade

5 Qs

ବ୍ୟାକରଣ

ବ୍ୟାକରଣ

5th Grade

2 Qs

Pyari Mohan

Pyari Mohan

5th Grade

5 Qs

Odia

Odia

5th Grade

5 Qs

ଓଡ଼ିଆ

ଓଡ଼ିଆ

5th Grade

5 Qs

ଆମେ ଭାରତର ଶିଶୁ

ଆମେ ଭାରତର ଶିଶୁ

Assessment

Quiz

Other, Fun

5th Grade

Medium

Created by

susrita biswas

Used 10+ times

FREE Resource

5 questions

Show all answers

1.

MULTIPLE CHOICE QUESTION

20 sec • 1 pt

ଭାରତ ମାତାର ମସ୍ତକରେ କ'ଣ ଶୋଭା ପାଏ ?

ନଦୀ

ସମୁଦ୍ର

ହିମାଳୟ

ଶସ୍ୟ

2.

MULTIPLE CHOICE QUESTION

20 sec • 1 pt

ତୁଷାର ଶବ୍ଦର ଅର୍ଥ କ'ଣ ?

ବରଫ

ଧଳା

କଳା

ପାଣି

3.

MULTIPLE CHOICE QUESTION

20 sec • 1 pt

ଭାରତ ମାତାର ବକ୍ଷରେ କ'ଣ ବହିଯିବା କଥା କୁହାଯାଇଛି ?

ଗଙ୍ଗା ନଦୀ

ବଙ୍ଗୋପସାଗର

ଯମୁନା ନଦୀ

ଉଭୟ କ ଓ ଗ

4.

MULTIPLE CHOICE QUESTION

20 sec • 1 pt

ନୀଳ ପାରାବାର ଗାଏ ଯା'ର ଗୀତ

ଯା ଚରଣ --------------------।

ଧୋଇଧୋଇ

ଛୁଇଁଛୁଇଁ

ଗାଇଗାଇ

ଧାଇଁଧାଇଁ

5.

MULTIPLE CHOICE QUESTION

20 sec • 1 pt

ଅଗଣିତ ଶବ୍ଦର ଅର୍ଥ କ'ଣ ?

ଲକ୍ଷ

ହଜାର

କୋଟି

ଅସଂଖ୍ୟ