
ଶୁଖିଲା ପତ୍ରର କଥା
Authored by Kalpana Patnaik
Other
5th Grade
Used 5+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
7 questions
Show all answers
1.
MULTIPLE CHOICE QUESTION
30 sec • 1 pt
ପୂର୍ବ କାଳରେ ଶିଷ୍ୟମାନେ କେଉଁଠାରେ ଅଧ୍ୟୟନ କରୁଥିଲେ ?
ଗାଁରେ
ସହରରେ
ଗୁରୁକୁଳ ଆଶ୍ରମରେ
2.
MULTIPLE CHOICE QUESTION
30 sec • 1 pt
ଶିକ୍ଷା ସମାପନ ପରେ ଶିଷ୍ୟମାନେ ଗୁରୁଙ୍କୁ କ’ଣ ଦେଉଥିଲେ ?
ଫୁଲ
ଫଳ
ଦକ୍ଷିଣା
3.
MULTIPLE CHOICE QUESTION
30 sec • 1 pt
ଶିଷ୍ୟ ଦୁଇଜଣଙ୍କ ନାମ କ’ଣ ଥିଲା ?
ତୁଷାର ଓ କବୀର
କବୀର ଓ ଶିଶିର
ତୁଷାର ଓ ଶିଶିର
4.
MULTIPLE CHOICE QUESTION
30 sec • 1 pt
ଗୁରୁ ଦକ୍ଷିଣା ରୂପେ କ’ଣ ମାଗିଲେ ?
ଶୁଖିଲା ଫଳ
ଶୁଖିଲା ପତ୍ର
ସ୍ଵର୍ଣ୍ଣ ମୁଦ୍ରା
5.
MULTIPLE CHOICE QUESTION
30 sec • 1 pt
ସମାପନ ଶବ୍ଦର ଅର୍ଥ କ’ଣ ?
ଶେଷ
ଆରମ୍ଭ
ଫେରିବା
6.
MULTIPLE CHOICE QUESTION
30 sec • 1 pt
ଅଧ୍ୟୟନ ଶବ୍ଦର ଅର୍ଥ କ’ଣ ?
ବୁଲିବା
ଖେଳିବା
ପଢିବା
7.
MULTIPLE CHOICE QUESTION
30 sec • 1 pt
ଶୁଖିଲା ପତ୍ରର କଥା ବିଷୟର ଲେଖକଙ୍କ ନାମ କ’ଣ ?
ନନ୍ଦ କିଶୋର ସାମଲ
ନନ୍ଦ କିଶୋର ସିଂହ
ନନ୍ଦ କିଶୋର ବଳ
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?