
କାଳର କପୋଳ ତଳେ
Authored by Amita pradhan
Other
10th Grade
Used 3+ times

AI Actions
Add similar questions
Adjust reading levels
Convert to real-world scenario
Translate activity
More...
Content View
Student View
5 questions
Show all answers
1.
MULTIPLE CHOICE QUESTION
20 sec • 1 pt
1. ଓଡ଼ିଆ ସାହିତ୍ୟର ପ୍ରଥମ କ୍ଷୁଦ୍ରଗଳ୍ପର ନାମ କଣ ?
ବାରମଜା
ରେବତୀ
ଲଛମନିଆ
ସାଗରିକା
2.
MULTIPLE CHOICE QUESTION
20 sec • 1 pt
2. ନନ୍ଦିନୀ ଶତପଥୀଙ୍କର ପ୍ରଥମ ଗଳ୍ପର ନାମ କଣ ?
ରସିଦ୍ ଟିକଟ
ଗାନ୍ଧୀ କଥାମୃତ
ଅନାଥ
କେତୋଟି କଥା
3.
MULTIPLE CHOICE QUESTION
20 sec • 1 pt
3. ନନ୍ଦିନୀ ଶତପଥୀ କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ?
ଭୁବନେଶ୍ୱର
କଟକ
ପୁରୀ
X
ବ୍ରହ୍ମପୁର
4.
MULTIPLE CHOICE QUESTION
20 sec • 1 pt
4.କଳିଙ୍ଗ ଯୁଦ୍ଧ କେଉଁ ନଦୀ କୂଳରେ ଅନୁଷ୍ଠିତ ହୋଇଥିଲା ?
ମହାନଦୀ
ସୁବର୍ଣ୍ଣରେଖା
ଦୟା
ବୈତରଣୀ
5.
MULTIPLE CHOICE QUESTION
20 sec • 1 pt
5. ଅଶୋକଙ୍କ ପିତାଙ୍କ ନାମ କଣ ଥିଲା ?
ଚନ୍ଦ୍ରଗୁପ୍ତ
ଚାଣକ୍ୟ
ବିନ୍ଦୁସାର
ନନ୍ଦରାଜା
Access all questions and much more by creating a free account
Create resources
Host any resource
Get auto-graded reports

Continue with Google

Continue with Email

Continue with Classlink

Continue with Clever
or continue with

Microsoft
%20(1).png)
Apple
Others
Already have an account?