Search Header Logo

Utkal Putra pyarimohan

Authored by Sudhansu Swain

Other

5th Grade

Used 1+ times

Utkal Putra pyarimohan
AI

AI Actions

Add similar questions

Adjust reading levels

Convert to real-world scenario

Translate activity

More...

    Content View

    Student View

5 questions

Show all answers

1.

MULTIPLE CHOICE QUESTION

30 sec • 1 pt

୧.ଉତ୍କଳପୁତ୍ର ପ୍ୟାରୀମୋହନ ଗଦ୍ୟରେ ଲେଖକଙ୍କ ନାମ କ'ଣ ?

ଭ୍ରମରବର ସାମଲ

ପ୍ରାଣକୃଷ୍ଣ ସାମଲ

କୁଳମଣି ସାମଲ

ନନ୍ଦକିଶୋର ସାମଲ

2.

MULTIPLE CHOICE QUESTION

30 sec • 1 pt

୨. ପ୍ୟାରୀମୋହନଙ୍କ କେଉଁ ଲେଖାଟି ଚହଳ ପକାଇଥିଲା ?

ଉତ୍କଳ ଇତିହାସ

ଉତ୍କଳ ଦୀପିକା

ଉତ୍କଳ ପ୍ରସଙ୍ଗ

ଦରଖାସ୍ତ ଜୁତିଆନ

3.

MULTIPLE CHOICE QUESTION

30 sec • 1 pt

୩. 'ଦରଖାସ୍ତ ଜୁତିଆନ' ଲେଖାରେ କେଉଁ ସହର କଥା କୁହାଯାଇଛି ?

ଭୁବନେଶ୍ୱର

କଟକ

ସମ୍ବଲପୁର

ଦିଲ୍ଲୀ

4.

MULTIPLE CHOICE QUESTION

30 sec • 1 pt

୪. ପ୍ୟାରୀ ମୋହନ ଲେଖା ପ୍ରକାଶ ବେଳେ କ'ଣ କରୁଥିଲେ?

ଛାତ୍ର ଥିଲେ

ପୋଲିସ ଥିଲେ

ଶିକ୍ଷକ ଥିଲେ

ସାମ୍ବାଦିକ ଥିଲେ

5.

MULTIPLE CHOICE QUESTION

30 sec • 1 pt

୫.ପ୍ୟାରୀମୋହନ କେଉଁ କଲେଜରେ ପଢୁଥିଲେ ?

କଟକ କଲେଜ

ତାଳଚେର କଲେଜ

ରାଜଧାନୀ କଲେଜ

ପୁରୀ କଲେଜ

Access all questions and much more by creating a free account

Create resources

Host any resource

Get auto-graded reports

Google

Continue with Google

Email

Continue with Email

Microsoft

Continue with Microsoft

or continue with

Facebook

Facebook

Apple

Apple

Others

Others

Already have an account?