wayground logo

Free Printable Worksheets

Font size

S
M
L
XL
Worksheets

ସାମାଜିକ ବିଜ୍ଞାନ (ଭୂଗୋଳ - ଇତିହାସ)- ଦଶମ ଶ୍ରେଣୀ

Total questions: 50

Worksheet time: 50mins

Name
Class
Date
1.

ସମ୍ବଳର କେତେଗୋଟି ବିଶେଷତ୍ଵ ରହିଛି ?

a)

2

b)

3

c)

4

d)

5

2.

ପ୍ରକୃତି ଅନୁସାରେ 'ସମ୍ବଳ'କୁ କେତୋଟି ଭାଗରେ ବିଭକ୍ତ କରାଯାଇଛି ?

a)

2

b)

3

c)

4

d)

5

3.

ମନୁଷ୍ୟର ବ୍ୟବହାର ଦ୍ଵାରା ଯେଉଁ ସମ୍ବଳର ପରିମାଣରେ କୌଣସି ହ୍ରାସ ପରିଲିଖିତ ହୋଇନଥାଏ, ତାକୁ କେଉଁ ସମ୍ବଳ କୁହାଯାଏ ?

a)

ପୂରଣୀୟ ସମ୍ବଳ

b)

ଅପୂରଣୀୟ ସମ୍ବଳ

c)

ନବୀକରଣ ଅଯୋଗ୍ୟ ସମ୍ବଳ

d)

ପ୍ରାକୃତିକ ସମ୍ବଳ

4.

ଯେଉଁ ସମ୍ବଳଗୁଡିକ ଭୂ-ପୃଷ୍ଟର କିଛି ନିର୍ଦ୍ଧିଷ୍ଟ ସ୍ଥାନରେ ସୀମିତ ଭାବେ ମିଳିଥାଏ, ସେଗୁଡିକୁ କଣ କୁହାଯାଏ ?

a)

ସୁଲଭ ସମ୍ବଳ

b)

ଗଛିତ ସମ୍ବଳ

c)

ସର୍ବତ୍ର ସୁଲଭ ସମ୍ବଳ

d)

ଦୁର୍ଲଭ ସମ୍ବଳ

5.

ଯେଉଁ ସମ୍ବଳର ସନ୍ଧାନ ମିଳିସାରିଛି; ମାତ୍ର ବ୍ୟବହାର ଉପଯୋଗୀ ହୋଇପାରିନାହି, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି, ସେଗୁଡିକୁ କଣ କୁହାଯାଏ ?

a)

ଗଛିତ ସମ୍ବଳ

b)

ପ୍ରାକୃତିକ ସମ୍ବଳ

c)

ସାମାଜିକ ସମ୍ବଳ

d)

ସରଂକ୍ଷିତ ସମ୍ବଳ

6.

ମନୁଷ୍ୟ ନିଜର ଦକ୍ଷତା ଓ କାରିଗରୀ ଜ୍ଞାନ କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳ କୁ ରୂପାନ୍ତରଣ କରି ବିଭିନ୍ନ ଉପାୟ ରେ ବ୍ୟବହାର ଉପଯୋଗୀ କରିପାରିଛି , ସେସବୁ କୁ କେଉଁ ସମ୍ବଳ କୁହାଯାଏ?

a)

ସାମାଜିକ ସମ୍ବଳ

b)

ସାଂସ୍କୃତିକ ସମ୍ବଳ

c)

ପ୍ରାକୃତିକ ସମ୍ବଳ

d)

ଗଚ୍ଛିତ ସମ୍ବଳ

7.

ବ୍ୟବହାର ସୁଲଭତା ଅନୁସାରେ ସମ୍ବଳ କୁ କେତେ ଭାଗ ରେ ବିଭକ୍ତ କରାଯାଇଛି?

a)

3

b)

4

c)

2

d)

6

8.

ଯେଉଁ ସମ୍ବଳ ଗୁଡିକ ପ୍ରକୃତି ର ଗନ୍ତାଘରେ ଅବ୍ୟହୃତ ଅବସ୍ଥାରେ ରହିଛି ,ତାକୁ କଣ କୁହାଯାଏ?

a)

ସାମାଜିକ ସମ୍ବଳ

b)

ଗଚ୍ଛିତ ସମ୍ବଳ

c)

ପ୍ରାକୃତିକ ସମ୍ବଳ

d)

ମାନବ ସମ୍ବଳ

9.

ମାଲିକାନା ଅନୁସାରେ ସମ୍ବଳ କୁ କେତେ ଭାଗ ରେ ବିଭକ୍ତ କରାଯାଇଛି ?

a)

3

b)

4

c)

5

d)

6

10.

ଆନ୍ତର୍ଜାତିକ ସମ୍ବଳ ଗୁଡିକ କେଉଁ ସଂସ୍ଥା ଦ୍ଵାରା ପରିଚାଳିତ ହୋଇଥାଏ ?

a)

W.H.O

b)

UNISEF

c)

U.N.

d)

N.A.T.O

11.

କାହାକୁ ସମ୍ବଳର ସ୍ରଷ୍ଠା ବୋଲି କୁହାଯାଏ?

a)

ଭଗବାନ

b)

ମନୁଷ୍ୟ

c)

ଉଦ୍ଭିଦ

d)

ପଞ୍ଚଭୂତ

12.

ପ୍ରକୃତିରେ ଥିବା ଯେଉଁ ପଦାର୍ଥ ଓ ଶକ୍ତି ଦ୍ଵାରା ମନୁଷ୍ୟ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ଉପକୃତ ହୋଇଥାଏ, ସେଗୁଡିକୁ କ'ଣ କୁହାଯାଏ ?

a)

ସମ୍ବଳ

b)

ପ୍ରାକୃତିକ ସମ୍ବଳ

c)

ମାନବୀୟ ସମ୍ବଳ

d)

ସାମାଜିକ ସମ୍ବଳ

13.

ଏଥିମଧ୍ୟରୁ କେଉଁଟି ଏକ ପ୍ରାକୃତିକ ସମ୍ବଳ ?

a)

ବିଦ୍ୟାଳୟ

b)

ମନ୍ଦିର

c)

ଶ୍ମଶାନ

d)

ଭୂମି

14.

ଏଥିମଧ୍ୟରୁ କେଉଁଟି ସଂସ୍କୃତିକ ସମ୍ବଳର ଉଦାହରଣ ନୁହେଁ ?

a)

ଶିଳ୍ପ

b)

ସାମାଜିକ

c)

ଅର୍ଥ ସଂଚାଳନ

d)

ମୂର୍ତ୍ତିକା

15.

ସରଞ୍ଚନା, ସଂସ୍ଥାନ, ଗୁଣବତ୍ତା ଇତ୍ୟାଦି କେଉଁ ସମ୍ବଳର ଉଦାହରଣ ଅଟେ ?

a)

ଜୈବ ସମ୍ବଳ

b)

ସାମାଜିକ ସମ୍ବଳ

c)

ମାନବ ସମ୍ବଳ

d)

ସାଂସ୍କୃତିକ ସମ୍ବଳ

16.

ଉତ୍ପତ୍ତି ଅନୁସାରେ 'ସମ୍ବଳ' କୁ କେତେ ଭାଗରେ ବିଭକ୍ତ କରାଯାଇଛି ?

a)

2

b)

3

c)

4

d)

5

17.

ପ୍ରାଣୀ, ମନୁଷ୍ୟ, ଉଦ୍ଭିଦ ଓ ମାଛ ଇତ୍ୟାଦି କେଉଁ ସମ୍ବଳ ଅନ୍ତର୍ଭୁକ୍ତ ?

a)

ପ୍ରାକୃତିକ ସମ୍ବଳ

b)

ଜୈବ ସମ୍ବଳ

c)

ସାମାଜିକ ସମ୍ବଳ

d)

ସଂସ୍କୃତିକ ସମ୍ବଳ

18.

ଏଥିମଧ୍ୟରୁ କେଉଁଟି ଏକ ଅକ୍ଷୟ ସମ୍ବଳର ଉଦାହରଣ ଅଟେ ?

a)

ବିଦ୍ୟାଳୟ

b)

ମନୁଷ୍ୟ

c)

ସୌରଶକ୍ତି

d)

ଶିଳ୍ପ

19.

ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ୱେ ନିଶେଷ ହୁଏ ନାହି, ସେଗୁଡିକୁ କେଉଁ ସମ୍ବଳ କୁହାଯାଏ ?

a)

ପୂରଣୀୟ ସମ୍ବଳ

b)

ଅସରନ୍ତି ସମ୍ବଳ

c)

ନବୀକରଣ ଅଯୋଗ୍ୟ ସମ୍ବଳ

d)

ସରନ୍ତି ସମ୍ବଳ

20.

ଯେଉଁ ସମ୍ବଳଗୁଡିକ ମନୁଷ୍ୟର ବ୍ୟବହାର ଦ୍ଵାରା ସମ୍ପୂର୍ଣ ଶେଷ ହୋଇଯାଏ, ତାକୁ କେଉଁ ସମ୍ବଳ କୁହାଯାଏ ?

a)

ଅପୂରଣୀୟ ସମ୍ବଳ

b)

ପୂରଣୀୟ ସମ୍ବଳ

c)

ସରନ୍ତି ସମ୍ବଳ

d)

ନବୀକରଣ ଯୋଗ୍ୟ ସମ୍ବଳ

21.

ଖଣିଜ ପଦାର୍ଥ କେଉଁ ସମ୍ବଳର ଏକ ଉଦାହରଣ ଅଟେ ?

a)

ପ୍ରାକୃତିକ ସମ୍ବଳ

b)

ସାମାଜିକ ସମ୍ବଳ

c)

କୁତ୍ରିମ ସମ୍ବଳ

d)

ନବୀକରଣ ଯୋଗ୍ୟ ସମ୍ବଳ

22.

ଯେଉଁ ସମ୍ବଳଗୁଡିକ ମନୁଷ୍ୟର ଆବଶ୍ୟକତା ପୂରଣ କରିପାରିବ; ମାତ୍ର ଆଜିର ଜ୍ଞାନକୌଶଳ ଅନୁସାରେ ସେଗୁଡିକର ବ୍ୟବହାର ହୋଇପାରୁନାହି, ସେଗୁଡିକୁ ଆମେ କେଉଁ ଅନ୍ତର୍ଭୁକ୍ତ କରିପାରିବା ?

a)

ଗଚ୍ଛିତ ସମ୍ବଳ

b)

ସମ୍ବଳ ଭଣ୍ଡାର

c)

ପ୍ରାକୃତିକ ସମ୍ବଳ

d)

ସାଂସ୍କୃତିକ ସମ୍ବଳ

23.

ଅଦରକାରୀ ଧାତବ ପଦାର୍ଥଗୁଡିକୁ ମନୁଷ୍ୟ ବିଭିନ୍ନ ଯାନ୍ତ୍ରିକ ପଦ୍ଧତିରେ ପୁନଃଚକ୍ରିୟ ପ୍ରକ୍ରିୟା ଆଉ ଥରେ ବ୍ୟବହାରଯୋଗ୍ୟ କରାଇଥାଏ, ଏହାକୁ କେଉଁ ସମ୍ବଳ କୁହାଯାଏ ?

a)

ନବୀକରଣ ଯୋଗ୍ୟ ସମ୍ବଳ

b)

ପୂରଣୀୟ ସମ୍ବଳ

c)

ପୁନଃରୁଦ୍ଧାର ଯୋଗ୍ୟ ସମ୍ବଳ

d)

ଅସରନ୍ତି ସମ୍ବଳ

24.

କୌଣସିଗୋଷ୍ଟିର ସମସ୍ତ ବ୍ୟକ୍ତିଙ୍କର ସମୂହ ମାଲିକାନାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତିକୁ କଣ କୁହାଯାଏ ?

a)

ମାନବୀୟ ସମ୍ବଳ

b)

ସାମାଜିକ ସମ୍ବଳ

c)

ଗୋଷ୍ଠୀଗତ ସମ୍ବଳ

d)

ଜାତୀୟ ସମ୍ବଳ

25.

ଯେଉଁ ସମ୍ବଳପଦାର୍ଥଗୁଡିକର ସନ୍ଧାନ ମିଳିପାରିଛି; ମାତ୍ର ବ୍ୟବହାର ଉପଯୋଗୀ ହୋଇପାରିନାହିଁ, କିନ୍ତୁ ଭବିଷ୍ୟତରେ ଉପଯୋଗୀ ହେବାର ଆଶା ଅଛି, ସେଗୁଡିକୁ କେଉଁ ସମ୍ବଳ କୁହାଯାଏ ?

a)

ସରଂକ୍ଷିତ ସମ୍ବଳ

b)

ଅସୁରକ୍ଷିତ ସମ୍ବଳ

c)

ଗଚ୍ଛିତ ସମ୍ବଳ

d)

ଆନ୍ତର୍ଜାତିକ ସମ୍ବଳ

26.

ଗାନ୍ଧୀଜୀଙ୍କ ପୁରା ନାମ କ'ଣ ଅଟେ ?

a)

ମୋହନଦାସ ଗାନ୍ଧୀ

b)

କରମଚାନ୍ଦ ଗାନ୍ଧୀ

c)

ମୋହନଦାସ କରମଚାନ୍ଦ ଗାନ୍ଧୀ

d)

ମୋହନ ଗାନ୍ଧୀ

27.

ଗାନ୍ଧୀଜୀ କେଉଁ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?

a)

1860

b)

1868

c)

1869

d)

1866

28.

ଗାନ୍ଧୀଜୀ ଗୁଜୁରାଟର କେଉଁ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ ?

a)

ଗାନ୍ଧୀନଗର

b)

ପୋରବନ୍ଦର

c)

ଜାମ ନଗର

d)

ସୁରେନ୍ଦ୍ରନଗର

29.

ଗାନ୍ଧୀଜୀଙ୍କ ସ୍ତ୍ରୀଙ୍କ ନାମ କ'ଣ?

a)

କସ୍ତୁରବା

b)

ପୁତୁଲିବାଇ

c)

ଯଶୋଧାବାଇ

d)

କଲ୍ୟାଣିବାଇ

30.

କେଉଁ ମସିହାରେ ଗାନ୍ଧୀଜୀ ବାରିଷ୍ଟରୀ ପଢିବା ପାଇଁ ବିଦେଶ ଯାତ୍ରା କରିଥିଲେ ?

a)

1880

b)

1881

c)

1888

d)

1890

31.

ଗାନ୍ଧୀଜୀ କେଉଁ ଖ୍ରୀଷ୍ଟାବ୍ଦରେ କସ୍ତୁରବା ଙ୍କୁ ବିବାହ କରିଥିଲେ ?

a)

1880

b)

1888

c)

1882

d)

1883

32.

ଗାନ୍ଧୀଜୀ କେଉଁଠାରେ ପ୍ରଥମ ଆଇନ ବ୍ୟବସାୟ କରିଥିଲେ ?

a)

ଦିଲ୍ଲୀ

b)

ସୁରଟ

c)

ରାଜକୋଟ ଓ ବମ୍ବେ

d)

ଜାମନଗର

33.

ଗାନ୍ଧୀଜୀ କେଉଁ ଭାରତୀୟ ମୁସଲମାନଙ୍କ ମକଦ୍ଦମା ଲଢିବା ପାଇଁ ଦକ୍ଷିଣ ଆଫ୍ରିକା ଯାଇଥିଲେ ?

a)

ଦାଦା ଅବଦୁଲ୍ଲା

b)

ଫିରୋଜ ଖାନ

c)

ଅବଦୁଲ ଖାନ

d)

ଅବଦୁଲ ରହିମ

34.

ଜଣେ ଭାରତୀୟଙ୍କ ମକଦ୍ଦମା ଲଢିବା ପାଇଁ ଗାନ୍ଧୀଜୀ କେଉଁ ସ୍ଥାନକୁ ଯାତ୍ରା କରିଥିଲେ ?

a)

ଲଣ୍ଡନ

b)

ଆମେରିକା

c)

ନାଟାଲ

d)

ଯୁକ୍ତରାଷ୍ଟ୍ର

35.

ଶ୍ଵେତାଙ୍ଗମାନଙ୍କ ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ଗାନ୍ଧୀଜୀ କେଉଁଠାରେ ଅତ୍ୟାଚାରର ସମୁଖିନ୍ନ ହୋଇଥିଲେ ?

a)

ଦକ୍ଷିଣ ଆଫ୍ରିକା

b)

ଦକ୍ଷିଣ ଆମେରିକା

c)

ନାଟାଲ

d)

ଦକ୍ଷିଣ ଏସିଆ

36.

ପୋରବନ୍ଦର କେଉଁ ରାଜ୍ୟରେ ଅବସ୍ଥିତ ?

a)

ମଧ୍ୟପ୍ରଦେଶ

b)

ମହାରାଷ୍ଟ୍ର

c)

ଗୁଜୁରାଟ

d)

ପଶ୍ଚିମବଙ୍ଗ

37.

ଗାନ୍ଧୀଜୀ କେବେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ?

a)

1890

b)

1891

c)

1880

d)

1888

38.

ଇଂରେଜମାନେ କାହାକୁ 'କାଇଜର-ଇ- ହିନ୍ଦ' ଉପାଧି ପ୍ରଦାନ କରିଥିଲେ ?

a)

ଜୱାହରଲାଲ ନେହୁରୁ

b)

ସର୍ଦ୍ଧାର ପଟେଲ

c)

ମହାତ୍ମା ଗାନ୍ଧୀ

d)

ବିପିନ ଚନ୍ଦ୍ର ପାଲ

39.

ଦକ୍ଷିଣ ଆଫ୍ରିକାରେ କେଉଁମାନଙ୍କ ଦ୍ଵାରା ବର୍ଣ୍ଣବୈଷମ୍ୟ ନୀତି ପ୍ରଣୟନ କରଯାଇଥିଲା ?

a)

ଇଂରେଜ

b)

କୃଷ୍ଣ କାୟ

c)

ଭାରତୀୟ

d)

ଆଫ୍ରିକୀୟ

40.

ଦକ୍ଷିଣ ଆଫ୍ରିକାରେ କେଉଁ ମାନଙ୍କୁ 'ନିର୍ବାଚନ କର' ଦେବାକୁ ପଡୁଥିଲା ?

a)

ଆଫ୍ରିକୀୟ

b)

ଭାରତୀୟ

c)

କୃଷ୍ଣକାୟ

d)

ମୋଗଳୀୟ

41.

'ଇଣ୍ଡିଆନ ଓପିନିୟନ' କିଏ ପ୍ରକାଶ କରିଥିଲେ ?

a)

ମହାତ୍ମା ଗାନ୍ଧୀ

b)

ସର୍ଦ୍ଧାର ପଟେଲ

c)

ବିଙ୍କିମ ଚନ୍ଦ୍ର

d)

ଗଙ୍ଗାଧର ତିଳକ

42.

ଦକ୍ଷିଣ ଆଫ୍ରିକାର କେଉଁ କାରାଗାରରେ ଗାନ୍ଧୀଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା ?

a)

ଜୋହାନେସ ବର୍ଗ

b)

କେପ ଟାଉନ

c)

ପ୍ରିଟୋରିଆ

d)

ଇଷ୍ଟ-ଲଣ୍ଡନ

43.

କେଉଁ ଘଟଣାର ପ୍ରତିବାଦସ୍ୱରୂପ ଗାନ୍ଧୀଜୀ 'କାଇଜର-ଇ- ହିନ୍ଦ' ଉପାଧି ତ୍ୟାଗ କରିଥିଲେ ?

a)

ଜାଲିଆନା ୱାଲବାଗ

b)

ଖିଲାପତ ଆନ୍ଦଳନ

c)

ଅସହଯୋଗ ଆନ୍ଦୋଳନ

d)

ରାୱଲାଟ ଆଇନ

44.

କାହା ନିମନ୍ତ୍ରଣ କ୍ରମେ ଗାନ୍ଧୀଜୀ ଚମ୍ପାରନ ଯାଇଥିଲେ ?

a)

ଦାଦା ଅବଦୁଲା

b)

ଦାଦା ଭାଇ ନାରୋଜି

c)

ରାଜକୁମାର ଶୁକ୍ଲ

d)

ରାଜକୁମାର ବର୍ମା

45.

କେବେ ଦିଲ୍ଲୀରେ ହରତାଳ ପାଳିତ ହୋଇଥିଲା ?

a)

1919 ମାର୍ଚ 19

b)

1919 ମାର୍ଚ 27

c)

1919 ମାର୍ଚ 20

d)

1919 ଏପ୍ରିଲ 20

46.

କେଉଁ ଉତ୍ସବ ପାଳନ କରିବା ପାଇଁ 1919 ଏପ୍ରିଲ 13 ରେ ଜାଲିୱାନାବାଗରେ ଅନେକ ଲୋକ ଏକତ୍ରିତ ହୋଇଥିଲେ ?

a)

ବୈଶାଖୀ

b)

ମହରମ

c)

ଶ୍ରବଣ ଉତ୍ସବ

d)

ଈଦ-ଜୁହା

47.

କେଉଁ ଘଟଣାର ପ୍ରତିବାଦସ୍ୱରୂପ ବିଶ୍ଵକବି ରବୀନ୍ଦ୍ରନାଥ ଠାକୁର 'ନାଇଟ' ପଦ ଛାଡିଥିଲେ ?

a)

ଖିଲାପତ ଆନ୍ଦଳନ

b)

ସାଇମନ କମିଶନ

c)

ଜାଲିଆନାୱାଲାବାଗ ହତ୍ୟାକାଣ୍ଡ

d)

ଆୟକରବୃଦ୍ଧି

48.

କେବେ ଗାନ୍ଧୀଜୀ 'ରାଓଲାତ ଆଇନ' ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ ?

a)

1919 ଏପ୍ରିଲ 14

b)

1919 ଏପ୍ରିଲ 16

c)

1919 ଏପ୍ରିଲ 18

d)

1919 ଏପ୍ରିଲ 20

49.

ବୈଶାଖୀ ପର୍ବ କେଉଁ ସମ୍ପ୍ରଦାୟର ଅଟେ ?

a)

ହିନ୍ଦୁ

b)

ମୁସଲିମ

c)

ଖ୍ରୀଷ୍ଟ

d)

ଜୈନ

50.

'ପ୍ଲେଗ ବୋନସ' କେଉଁଠାରେ ପ୍ରଚଳିତ ଥିଲା ?

a)

ଅହମଦାବାଦ

b)

ମହାରଷ୍ଟ୍ର

c)

ମଧ୍ୟ ପ୍ରଦେଶ

d)

ଦିଲ୍ଲୀ