Font size
WorksheetsSOCIAL SCIENCE-5
Total questions: 50
Worksheet time: 50mins
କେଉଁ ଭୂମିର ମୃତ୍ତିକା ଉର୍ବର ହୋଇଥିବାରୁ କୃଷିକାର୍ଯ୍ୟ ଅଧିକ ଲାଭଜନକ ହୋଇଥାଏ ?
ସମତଳ ଭୂମି
ପାର୍ବତ୍ୟ ଭୂମି
ମାଳଭୂମି
ସମସ୍ତ
ଭାରତର ସମୁଦାୟ ଭୂ-ଭାଗର ପ୍ରାୟ ଶତକଡା କେତେ ଭାଗରେ କୃଷି କାର୍ଯ୍ୟ କରାଯାଇଥାଏ ?
53
55
57
59
ପୃଥିବୀରେ ଭାରତର ସମୁଦାୟ କୃଷିକାର୍ଯ୍ୟ ଭୂମି ପ୍ରାୟ ଶତକଡା କେତେ ଭାଗ ?
9
10
11
13
ଭୂ-ସମ୍ବଳର ବ୍ୟବହାର ସାଧାରଣତଃ କେତେ ପ୍ରକାର ଅବସ୍ଥା ଉପରେ ନିର୍ଭର କରିଥାଏ ?
2
3
4
5
ଭୂ-ସମ୍ବଳର ବ୍ୟବହାର କେଉଁ ଅବସ୍ଥା ଉପରେ ନିର୍ଭର କରିଥାଏ ?
ପ୍ରାକୃତିକ ଅବସ୍ଥା
ମାନନବୀୟ ଅବସ୍ଥା
ଉଭୟ
କେଉଁଟି ନୁହେଁ
ନିମ୍ନଲିଖିତ କେଉଁଟି ଏକ ଭୂ-ସମ୍ବଳର ପ୍ରାକୃତିକ ଅବସ୍ଥାର ଅନ୍ତର୍ଗତ ?
ଭୂ-ପ୍ରକୃତି
ମୃତ୍ତିକା
ଉଦ୍ଭିଦ
ସମସ୍ତ
ଜନସଂଖ୍ୟାର ଘନତ୍ଵ , ଶିକ୍ଷା , ବୈଷୟିକ ଜ୍ଞାନ , ପ୍ରୟୋଗତ୍ମକ କୌଶଳ ଇତ୍ୟାଦି ଭୂ-ସମ୍ବଳ ବ୍ୟବହାରର କେଉଁ ଅବସ୍ଥାର ପରିସରଭୁକ୍ତ ?
ପ୍ରାକୃତିକ ଅବସ୍ଥା
ମାନବୀୟ ଅବସ୍ଥା
ଉଭୟ
କେଉଁଟି ନୁହେଁ
ଭାରତରେ ନିମ୍ନଲିଖିତ କେଉଁ ଉଦ୍ଧେଶ୍ୟରେ ଭୂ-ସମ୍ବଳ ବ୍ୟବହାର କରାଯାଇଥାଏ ?
ଅରଣ୍ୟ
ଅଣ-କୃଷି ଭୂମି
ପତିତ ଭୂମି
ସମସ୍ତ
ଭାରତର ଭୂ-ବ୍ୟବହାର ସମୁଦାୟ ଭୌଗୋଳିକ ଆୟତନର ପ୍ରାୟ କେତେ ନିୟୁତ ହେକ୍ଟର ଅଟେ ?
327.75 ନିୟୁତ ହେକ୍ଟର
328.85 ନିୟୁତ ହେକ୍ଟର
322.75 ନିୟୁତ ହେକ୍ଟର
328.55 ନିୟୁତ ହେକ୍ଟର
ଭାରତର ସମୁଦାୟ ଭୂମିର ଶତକଡା ପ୍ରାୟ କେତେଭାଗ ଅଞ୍ଚଳ ଅରଣ୍ୟ ଭୂମିର ଅନ୍ତର୍ଗତ ?
22.39 ଭାଗ
24.39 ଭାଗ
24.29 ଭାଗ
24.38 ଭାଗ
ଜାତୀୟ ଅରଣ୍ୟନୀତି ଅନୁସାରେ ପାରିସ୍ଥିତିକ ସନ୍ତୁଳନ ପାଇଁ ଦେଶର ସମୁଦାୟ ଆୟତନର ଶତକଡା କେତେଭାଗ ଭୂମି ଅରଣ୍ୟ ପାଇଁ ସଂରକ୍ଷିତ ରହିବା ଆବଶ୍ୟକ ?
31
32
33
35
ଦେଶରେ ଅରଣ୍ୟ ଭୂମି ପାଇଁ ସଂରକ୍ଷିତ ଥିବା ଅଞ୍ଚଳ ମଧ୍ୟରୁ ଶତକଡା ପ୍ରାୟ କେତେ ଭାଗ ଅଞ୍ଚଳରେ ପାର୍ବତ୍ୟ ଅଞ୍ଚଳ ରହିବା ଆବଶ୍ୟକ ?
60
62
64
66
ଦେଶରେ ଅରଣ୍ୟ ଭୂମି ପାଇଁ ସଂରକ୍ଷିତ ଥିବା ଅଞ୍ଚଳ ମଧ୍ୟରୁ ଶତକଡା ପ୍ରାୟ କେତେଭାଗ ଅଞ୍ଚଳରେ ସମତଳ ଅଞ୍ଚଳ ରହିବା ଆବଶ୍ୟକ ?
15
20
23
25
ଅରଣ୍ୟ ଭୂମିର ପରିମାଣ ହ୍ରାସ ପାଇବା ଫଳରେ କେଉଁ ପରିବର୍ତ୍ତନ ପରିଲିଖିତ ହୋଇଥାଏ ?
ବୃଷ୍ଟିପାତରେ ଅନିୟମିତତା
ତାପମାତ୍ରାରେ ବୃଦ୍ଧି
ଜଳବାୟୁ ପରିବର୍ତ୍ତନ
ସମସ୍ତ
ଭାରତର କେଉଁ ଅଞ୍ଚଳରେ ସର୍ବାଧିକ ପରିମାଣର ଅରଣ୍ୟ ଦେଖାଯାଏ ?
ଲାକ୍ଷାଦ୍ଵୀପ
ମିଜୋରାମ
ମେଘାଳୟ
ସମସ୍ତ
ଭାରତର କେଉଁ ରାଜ୍ୟରେ ସର୍ବନିମ୍ନ ପରିମାଣର ଅରଣ୍ୟ ଦେଖାଯାଏ ?
ବିହାର
ମିଜୋରମ
ଅରୁଣାଚଳ ପ୍ରଦେଶ
ମେଘାଳୟ
ନିମ୍ନଲିଖିତ କେଉଁ କାରଣ ଦ୍ଵାରା ଅରଣ୍ୟ କ୍ଷୟ ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି ?
ଜନବସତି
କୃଷି ଭୂମିର ଆୟତନର ବୃଦ୍ଧି
ଶିକ୍ଷାନୁଷ୍ଟାନ ବୃଦ୍ଧି
ସମସ୍ତ
ନିମ୍ନଲିଖିତ କେଉଁ ପଦକ୍ଷପ ଗ୍ରହଣ କରାଯାଇ ଅରଣ୍ୟ କ୍ଷୟ ରୋକିବା ସମ୍ଭବପର ହୋଇପାରିଛି?
ସାମାଜିକ ବନୀକରଣ
ଶିକ୍ଷାନୁଷ୍ଟାନ ବୃଦ୍ଧି
ଜନବସତି
ସମସ୍ତ
ଭାରତରେ ପ୍ରଥମ ଜାତୀୟ ଅରଣ୍ୟନୀତି କେବେ ପ୍ରଣୟନ କରାଯାଇଥିଲା ?
1952
1988
1999
2018
ପ୍ରତିବର୍ଷ କେଉଁ ମାସରେ ବନମହୋତ୍ସବ ଓ ବୃକ୍ଷରୋପଣ ସପ୍ତାହ ପାଳନ କରାଯାଉଛି ?
ଜାନୁଆରୀ
ମାର୍ଚ୍ଚ
ଜୁଲାଇ
ନଭେମ୍ବର
ଭାରତରେ ସମୁଦାୟ କ୍ଷେତ୍ରଫଳର ଶତକଡା ପ୍ରାୟ କେତେଭାଗ ଭୂମି ଚାରଣ ଓ ଗୋଚର ଭୂମି ଭାବରେ ବ୍ୟବହାର କରାଯାଏ ?
3.1
3.3
3.5
3.8
ଭାରତର କେଉଁ ରାଜ୍ୟରେ ସର୍ବାଧିକ ଚରଣ ଭୂମି ଦେଖାଯାଏ ?
କାଶ୍ମୀର
ଆସାମ
ହିମାଚଳ ପ୍ରଦେଶ
ଓଡିଶା
ଭାରତର କେଉଁ ରାଜ୍ୟରେ ସର୍ବାଧିକ ପଶୁପାଳନ କରାଯାଏ ?
ହିମାଚଳ ପ୍ରଦେଶ
କାଶ୍ମୀର
ଆସାମ
ପଞ୍ଜାବ
ଭାରତର ସମୁଦାୟ ଜନସଂଖ୍ୟାର ପ୍ରାୟ ଶତକଡା କେତେ ଭାଗରୁ ଊର୍ଦ୍ଧ୍ଵ ଲୋକ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୃଷି ଭିତ୍ତିକ କାର୍ଯ୍ୟ ଉପରେ ନିର୍ଭରଶୀଳ?
56
58
60
62
ପୃଥିବୀର ମୋଟ ଚାଷ ଜମିର ଆୟତନ ଏହାର ସମୁଦାୟ କ୍ଷେତ୍ରଫଳର ପ୍ରାୟ ଶତକଡା କେତେ ଭାଗ ?
32
35
37
39
ଓଡିଶାର କେଉଁ ବିଶିଷ୍ଟ ବ୍ୟକ୍ତି ଚାକିରି ତ୍ୟାଗ କରି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
ଗୋପବନ୍ଧୁ ଚୌଧୁରୀ
ନୀଳକଣ୍ଠ ଦାସ
ମୁକୁନ୍ଦ ପ୍ରସାଦ ଦାସ
ସମସ୍ତ
ଓଡିଶାର କେଉଁ ଜିଲ୍ଲାରେ ଘରୋଇ ନ୍ୟାୟାଳୟ ପ୍ରତିଷ୍ଠା କରି ଲୋକମାନଙ୍କୁ ନ୍ୟାୟ ଦେବାକୁ ବ୍ୟବସ୍ଥା କରାଯାଇଥିଲା ?
ବାଲେଶ୍ଵର
ଭଦ୍ରକ
ପୁରୀ
ସମସ୍ତ
ଅସହଯୋଗ ଆନ୍ଦୋଳନ ସମୟରେ କିଏ କଟକ ମେଡିକାଲ ସ୍କୁଲ ତ୍ୟାଗକରି ଆନ୍ଦୋଳନରେ ସାମିଲ ହୋଇଥିଲେ ?
ନବକୃଷ୍ଣ ଚୌଧୁରୀ
ରାଜକୃଷ୍ଣ ବୋଷ
ନିତ୍ୟାନନ୍ଦ କାନୁନଗୋ
ଲିଙ୍ଗରାଜ ମିଶ୍ର
କେଉଁ ନେତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସମ୍ବଳପୁର ଜିଲ୍ଲା ସ୍କୁଲର ଅନେକ ଛାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ ?
ପଣ୍ଡିତ ଲକ୍ଷ୍ମୀନାରାୟଣ ମିଶ୍ର
ହରେକୃଷ୍ଣ ମହତାବ
ନବକୃଷ୍ଣ ଚୌଧୁରୀ
ରାଜକୃଷ୍ଣ ବୋଷ
କିଏ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ?
ଗୋପବନ୍ଧୁ ଚୌଧୁରୀ
ଗୋପବନ୍ଧୁ ଦାସ
ଭାଗୀରଥୀ ମହାପାତ୍ର
ଜଗବନ୍ଧୁ ସିଂହ
କେଉଁ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
1917
1918
1919
1920
ପୁରୀର କେଉଁ ସ୍ଥାନରେ ସତ୍ୟବାଦୀ ବନ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା ?
ସାକ୍ଷୀଗୋପାଳ
ପିପିଲି
ବ୍ରହ୍ମଗିରି
ଚିଲିକା
ଓଡିଶାର କେଉଁ ଜିଲ୍ଲାରେ ଉତ୍କଳ ସ୍ଵରାଜ୍ୟ ଶିକ୍ଷା ପରିଷଦ ସ୍ଥାପିତ କରାଯାଇଥିଲା?
କେନ୍ଦ୍ରପଡା
ପୁରୀ
ଖୋର୍ଦ୍ଧା
କଟକ
ସ୍ଵେଚ୍ଛାସେବୀ ଓ କର୍ମୀମାନଙ୍କୁ ପ୍ରଶିକ୍ଷଣ ଦେବାପାଇଁ କେଉଁ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ?
ସ୍ଵରାଜ
ଅଳକା
ଉଭୟ
କେଉଁଟି ନୁହେଁ
'ସ୍ଵରାଜ ଆଶ୍ରମ' କେଉଁ ଜିଲ୍ଲାରେ ପ୍ରତିଷ୍ଠା କରଯାଇଥିଲା ?
ପୁରୀ
କଟକ
କେନ୍ଦ୍ରପଡା
ଭଦ୍ରକ
'ଅଳକା ଆଶ୍ରମ' କେଉଁ ଜିଲ୍ଲା ରେ ପ୍ରତିଷ୍ଠା କରାଯାଇଥିଲା ?
ଜଗତସିଂହପୁର
ମୟୂରଭଞ୍ଜ
କଟକ
ପୁରୀ
ଛାତ୍ରମାନଙ୍କ ଦ୍ଵାରା କଟକ ଜିଲ୍ଲାରେ କେଉଁ ସଂଘ ଗଠନ କରାଯାଇଥିଲା ?
ସ୍ଵରାଜ ସଂଘ
ସ୍ଵରାଜ ଆଶ୍ରମ ସଂଘ
ସ୍ଵରାଜ୍ୟ ସେବକ ସଂଘ
କେଉଁଟି ନୁହେଁ
ଓଡିଶାର କେଉଁ ଜିଲାରେ 'ସ୍ଵରାଜ ମନ୍ଦିର' ପ୍ରତିଷ୍ଟା କରାଯାଇଥିଲା?
ଭଦ୍ରକ
ବାଲେଶ୍ଵର
ଯାଜପୁର
ପୁରୀ
କାହା ନେତୃତ୍ଵରେ ଅସହଯୋଗ ଆନ୍ଦୋଳନ ସମୟରେ 'ସ୍ଵରାଜ ମନ୍ଦିର' ପ୍ରତିଷ୍ଠା କରାଯାଇଥିଲା ?
ହରେକୃଷ୍ଣ ମହତାବ
ଗୋପବନ୍ଧୁ ଦାସ
ସୁବାଷ ବୋଷ
ମଧୁସୂଦନ ରାଓ
ସମ୍ବାଦ ପତ୍ର "ସମାଜ" କେଉଁ ନେତାଙ୍କ ଦ୍ଵାରା ପ୍ରତିଷ୍ଟା କରାଯାଇଥିଲା ?
ହରେକୃଷ୍ଣ ମହତାବ
ଗୋପବନ୍ଧୁ ଦାସ
ସୁବାଷ ବୋଷ
କେଉଁଟି ନୁହେଁ
ଗୋପବନ୍ଧୁ ଦାସଙ୍କ ଦ୍ଵାରା ପ୍ରତିଷ୍ଟିତ କେଉଁ ସମ୍ବାଦପତ୍ର ଜାତୀୟ ଚେତନା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ?
ସମାଜ
ସମ୍ବାଦ
ଧରିତ୍ରୀ
ପ୍ରମେୟ
'ସମାଜ' ସମ୍ବାଦ ପତ୍ରରେ 'ସତ୍ୟ ହେଲେ ସାଂଘାତିକ' ସରକାରୀ ବିରୋଧୀ ଲେଖା ନିମନ୍ତେ କିଏ ଏକ ମାସ ଜେଲ ଦଣ୍ଡ ଭୋଗିଥିଲେ ?
ସୁବାଷ ଚନ୍ଦ୍ର ବୋଷ
ମଧୁସୂଦନ ରାଓ
ଗୋପବନ୍ଧୁ ଦାସ
ସମସ୍ତ
'ସ୍ଵରାଜ ସଙ୍ଗୀତ' ନାମକ ପ୍ରାଚୀର ପତ୍ର ଛାପି ମିଶ୍ର ପ୍ରେସ କେତେ ଟଙ୍କା ଜୋରିମାନା ଭରଣ କରିଥିଲେ ?
23
24
25
30
ଓଡିଶାର କେଉଁ ଜିଲ୍ଲାରେ ମିଶ୍ରପ୍ରେସ ଅବସ୍ଥିତ ଅଟେ ?
କଟକ
ପୁରୀ
ଭଦ୍ରକ
ସମ୍ବଲପୁର
ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ କେଉଁଠାର ରାଜା ଥିଲେ ?
କନିକା
ଚିଲିକା
ବ୍ରହ୍ମପୁର
ନୀଳଗିରି
କେଉଁ ସମ୍ବାଦପତ୍ର ମଧ୍ୟମରେ କନିକରେ ଘଟୁଥିବା ଅତ୍ୟାଚାର ଲୋକଲୋଚନକୁ ଆସିଥିଲା ?
ସମାଜ
ଉତ୍କଳଦୀପିକା
ଉଭୟ
କେଉଁଟି ନୁହେଁ
କନିକାଠାରେ ଆଇନ ଅମାନ୍ୟ କରିଥିବା ଅଭିଯୋଗରେ କିଏ ଗିରଫ ହୋଇଥିଲେ ?
ଗୋପବନ୍ଧୁ ଦାସ
ଭାଗୀରଥୀ ମହାପାତ୍ର
ଉଭୟ
କେଉଁଟି ନୁହେଁ
ଆଇନ ଅମାନ୍ୟ ଆନ୍ଦୋଳନରେ ଗୋପବନ୍ଧୁ ଦାସଙ୍କୁ ଗିରଫ କରାଯାଇ କେଉଁ ଜେଲକୁ ପଠାଯାଇଥିଲା?
ଝାରପଡା ଜେଲ
ହଜାରିବାଗ ଜେଲ
ଚୌଦ୍ବାର ଜେଲ
ପୁରୀ ଜେଲ
କେଉଁ ଅନୁଷ୍ଠାନ 'ସ୍ଵରାଜ ସମାଚାର ' ପତ୍ରିକା ପ୍ରକାଶ କରୁଥିଲେ ?
ସ୍ଵରାଜ ମନ୍ଦିର
ସ୍ଵରାଜ ଆଶ୍ରମ
ଉତ୍କଳ ସ୍ଵରାଜ ଶିକ୍ଷା ପରିଷଦ
ସ୍ଵରାଜ ସେବକ ସଂଘ
କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?
ବିଦେଶୀଭାଷା ବର୍ଜନ
ନିର୍ବାଚନ ବର୍ଜନ
ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ
ଅସ୍ପୁଶ୍ୟତା ବର୍ଜନ
