ପିଲାମାନେ ଆଜି ଆମେ "ବ"ଫଳା ଶିଖିବା
କ୍ + ବ =କ୍ବ ,ଖ୍ + ବ = ଖ୍ବ ,ଗ୍ + ବ = ____ ।
Cl 2 odia ପାଠ 27
Quiz
•
Other
•
2nd Grade
•
Easy
SUNITA PANDA
Used 1+ times
FREE Resource
10 questions
Show all answers
1.
MULTIPLE CHOICE QUESTION
30 sec • 1 pt
ପିଲାମାନେ ଆଜି ଆମେ "ବ"ଫଳା ଶିଖିବା
କ୍ + ବ =କ୍ବ ,ଖ୍ + ବ = ଖ୍ବ ,ଗ୍ + ବ = ____ ।
କ୍ବ
ଖ୍ବ
ଗ୍ବ
2.
MULTIPLE SELECT QUESTION
45 sec • 1 pt
"ବ" ଫଳା ଲାଗିଥିବା ଶବ୍ଦ ଗୁଡିକୁ ବାଛିବା।
ଅଶ୍ବ
ସମୁଦ୍ର
ପ୍ଳାବନ
ସ୍ବାଗତ
3.
MULTIPLE CHOICE QUESTION
30 sec • 1 pt
ଏଇଟି କାହାର ଚିତ୍ର କହିଲ।
ଧ୍ବଜା
ଅଶ୍ବ
4.
MULTIPLE CHOICE QUESTION
30 sec • 1 pt
ଏଇଟି କାହାର ଚିତ୍ର କହିଲ ।
ଲକ୍ଷ୍ମୀ
ସରସ୍ବତୀ
5.
MULTIPLE CHOICE QUESTION
30 sec • 1 pt
ଏହି ଚିତ୍ର ଟି କାହାର କହିଲେ
ଧ୍ବଜା
ବିଲ୍ବ
6.
MULTIPLE CHOICE QUESTION
30 sec • 1 pt
ସାଧୀନ ଏହି ଶବ୍ଦ ରେ "ବ" ଫଳା ଲଗାଇ ନୂଆ ଶବ୍ଦ ଗଢି ।
ସ୍ବାଧୀନ
ସାଧ୍ବୀନ
7.
MULTIPLE CHOICE QUESTION
30 sec • 1 pt
କେଉଁ ମାସରେ ଦଶହରା ପର୍ବ ପାଳନ ହୁଏ।
ଆଶ୍ବିନ
ଭାଦ୍ରବ
15 questions
Multiplication Facts
Quiz
•
4th Grade
25 questions
SS Combined Advisory Quiz
Quiz
•
6th - 8th Grade
40 questions
Week 4 Student In Class Practice Set
Quiz
•
9th - 12th Grade
40 questions
SOL: ILE DNA Tech, Gen, Evol 2025
Quiz
•
9th - 12th Grade
20 questions
NC Universities (R2H)
Quiz
•
9th - 12th Grade
15 questions
June Review Quiz
Quiz
•
Professional Development
20 questions
Congruent and Similar Triangles
Quiz
•
8th Grade
25 questions
Triangle Inequalities
Quiz
•
10th - 12th Grade